୨୦୧୮ର ଲେଟେଷ୍ଟ୍‌ ଟ୍ରେଣ୍ଡ୍: ଏହି ସବୁ ଜୁଏଲରୀ ପିନ୍ଧନ୍ତୁ, ଦିଶିବେ କ୍ୟୁଟ

ଆଜିକାଲି ୱେଷ୍ଟର୍ଣ୍ଣ କପଡା ସହ ପାରମ୍ପରିକ ଜୁଏଲରୀ ପିନ୍ଧିବାର ଟ୍ରେଣ୍ଡ୍ ଚାଲିଛି। ଏହା ଫଙ୍କି ଲୁକ୍‌ ଦେବା ସହ ଫ୍ୟାସନେବଲ ଲାଗୁଛି। କଲେଜ ଯିବା ଝିଅଙ୍କ ଠାରୁ ଆରମ୍ଭ କରି ଅଫିସ୍‌ ଯାଉଥିବା ଯୁବତୀ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କୌଣସି ପାର୍ଟି ହେଉ ଅବା ଖାସ୍‌ ଦିନରେ ଷ୍ଟାଇଲିସ୍‌ ଦେଖାଯିବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର କପଡା ସହ କେଉଁ ପ୍ରକାର ଗହଣା ପିନ୍ଧିଲେ ଆପଣ ଅଧିକ ଷ୍ଟାଇଲିସ୍‌ […]

jewellery

jewellery

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 10:16 AM IST

Sports

Latest News

ଆଜିକାଲି ୱେଷ୍ଟର୍ଣ୍ଣ କପଡା ସହ ପାରମ୍ପରିକ ଜୁଏଲରୀ ପିନ୍ଧିବାର ଟ୍ରେଣ୍ଡ୍ ଚାଲିଛି। ଏହା ଫଙ୍କି ଲୁକ୍‌ ଦେବା ସହ ଫ୍ୟାସନେବଲ ଲାଗୁଛି। କଲେଜ ଯିବା ଝିଅଙ୍କ ଠାରୁ ଆରମ୍ଭ କରି ଅଫିସ୍‌ ଯାଉଥିବା ଯୁବତୀ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କୌଣସି ପାର୍ଟି ହେଉ ଅବା ଖାସ୍‌ ଦିନରେ ଷ୍ଟାଇଲିସ୍‌ ଦେଖାଯିବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର କପଡା ସହ କେଉଁ ପ୍ରକାର ଗହଣା ପିନ୍ଧିଲେ ଆପଣ ଅଧିକ ଷ୍ଟାଇଲିସ୍‌ ଦେଖାଯିବେ ।

payal୧. ମୋତି ଲାଗିଥିବା ସୁନା ଲମ୍ବା ଚେନ୍‌ ସହ କଳା ଡ୍ରେସ୍ ପିନ୍ଧନ୍ତୁ । ଏହା ଆପଣଙ୍କୁ ସାହି ଲୁକ୍‌ ଦେବ।

୨. ୱେଷ୍ଟର୍ଣ୍ଣ କପଡା ସହ କାନରେ ଛୋଟ ଝୁମୁକା ବା କାନରେ ଲଟକନ ଅଲଗା ଲୁକ୍‌ ଦେଇଥାଏ।

୩. ସର୍ଟ ଜିନ୍ସ ସହ ପତଳା ପାଉଞ୍ଜି ଆପଣଙ୍କୁ କୁଲ୍‌ ଲୁକ୍‌ ଦେବ।

୪. କଳା ରଙ୍ଗର ଡିପ୍ ନେକ୍‌ ଡ୍ରେସ୍‌ ସହ ବେକକୁ ଲଗାଇ ହାର ପିନ୍ଧନ୍ତୁ ମାନିବ।

୫. ନୋଜ୍‌ ପିନ୍‌ ଫ୍ୟାସନ୍‌ ଖୁବ୍‌ ଲୋକପ୍ରିୟ। ପତଳା ଓ ଏଣ୍ଟିକ୍‌ ଡିଜାଇନ୍‌ର ନୋଜ୍‌ ପିନ୍‌, ଜିନ୍ସ ବା କାଜୁଆଲ୍‌ ଟିସର୍ଟ ସହ ପିନ୍ଧିଲେ ଖୁବ୍‌ ମାନିବ।

୬. ବିଭିନ୍ନ ରଙ୍ଗର ଭାରତୀୟ ରତ୍ନ ସହ ଧଳାରଙ୍ଗ ମାନିଥାଏ। ଧଳା ରଙ୍ଗର କପଡା ସହ ରଙ୍ଗୀନ ରତ୍ନ ପିନ୍ଧି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story