ଦିଲ୍ଲୀ ଦରବାରରେ ନବୀନ ପୁଣି ଉଠାଇଲେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି

ଭୁବନେଶ୍ୱର: ଦିଲ୍ଲୀରେ ପୁଣି ଉଠିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି। ଏଥିରେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ୧୫ ବର୍ଷିଆ ଭିଜନ୍‌ ଡକ୍ୟୁମେଣ୍ଟ ନେଇ ଆଲୋଚନା ହୋଇଛି। ଓଡିଶାକୁ କେନ୍ଦୀୟ ଅନୁଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ରାଜ୍ୟର ସବୁ ବିପିଏଲ ପରିବାରକୁ ମାଗଣାରେ ବିଦ୍ୟୁତ, କୋଲ ଏନଭାରୋନ୍‌ମେଣ୍ଟ […]

cm

cm

Rakesh Mallick
  • Published: Sunday, 23 April 2017
  • Updated: 23 April 2017, 08:52 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀରେ ପୁଣି ଉଠିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି। ଏଥିରେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ୧୫ ବର୍ଷିଆ ଭିଜନ୍‌ ଡକ୍ୟୁମେଣ୍ଟ ନେଇ ଆଲୋଚନା ହୋଇଛି। ଓଡିଶାକୁ କେନ୍ଦୀୟ ଅନୁଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ରାଜ୍ୟର ସବୁ ବିପିଏଲ ପରିବାରକୁ ମାଗଣାରେ ବିଦ୍ୟୁତ, କୋଲ ଏନଭାରୋନ୍‌ମେଣ୍ଟ ସେସ୍‌ ବୃଦ୍ଧି ଭଳି ଅନେକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି। ଏହା ସହ ରଜ୍ୟ ସରକାରଙ୍କ ସଫଳତା କଥା ମଧ୍ୟ କହିଛନ୍ତି ନବୀନ। ଓଡିଶା ଦୁଇ ବର୍ଷ ଭିତରେ ୧୦ ଲକ୍ଷ  କଚା ଘରକୁ ପକ୍କା କରିଛି ଓ  ୨୦୧୯ ସୁଦ୍ଧା ଗ୍ରାମଞ୍ଚଳରେ ୧୯ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ବିକାଶ କ୍ଷେତ୍ରରେ ଓଡିଶା ମଡେଲ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story