ଏଏଟିଏମ୍ ପ୍ରତି ରାନ୍‌ସମ୍‌ୱେର ଭାଇରସ୍‌ ବିପଦ ନାହିଁ

ଭୁବନେଶ୍ୱର: ଏବେ ଚର୍ଚ୍ଚା ରାନ୍‌ସମ୍‌ୱେର ଭାଇରସ୍‌ ଆଟାକ୍‌କୁ ନେଇ। ଓଡ଼ିଶାରେ ବି ଏହି ଭାଇରସ୍ ଆଟାକ୍ କରିଛି। କଂପ୍ୟୁଟରକୁ ଅଚଳ କରି ଦେଉଥିବା ଏହି ଭାଇରସ୍ ଏଟିଏମ୍‌କୁ ବି ଅଚଳ କରି ଦେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହା ଦୂର ହୋଇଛି। ରାନ୍‌ସମ୍‌ୱେର ଭାଇରସ୍‌ ଏଏଟିଏମ୍‌କୁ ଆଟାକ୍ କରିପାରିବ ନାହିଁ। ଏନ୍‌ଆଇସି ନିର୍ଦ୍ଦେଶକ ଅଶୋକ କୁମାର ହୋତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଏଏଟିଏମ୍‌ ପ୍ରତି ରାନ୍‌ସମ୍‌ୱେର ଭାଇରସ୍‌ ବିପଦ ନାହିଁ। ଡାଟା ଷ୍ଟୋର […]

atm

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 02:25 PM IST

ଭୁବନେଶ୍ୱର: ଏବେ ଚର୍ଚ୍ଚା ରାନ୍‌ସମ୍‌ୱେର ଭାଇରସ୍‌ ଆଟାକ୍‌କୁ ନେଇ। ଓଡ଼ିଶାରେ ବି ଏହି ଭାଇରସ୍ ଆଟାକ୍ କରିଛି। କଂପ୍ୟୁଟରକୁ ଅଚଳ କରି ଦେଉଥିବା ଏହି ଭାଇରସ୍ ଏଟିଏମ୍‌କୁ ବି ଅଚଳ କରି ଦେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହା ଦୂର ହୋଇଛି। ରାନ୍‌ସମ୍‌ୱେର ଭାଇରସ୍‌ ଏଏଟିଏମ୍‌କୁ ଆଟାକ୍ କରିପାରିବ ନାହିଁ। ଏନ୍‌ଆଇସି ନିର୍ଦ୍ଦେଶକ ଅଶୋକ କୁମାର ହୋତା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଏଏଟିଏମ୍‌ ପ୍ରତି ରାନ୍‌ସମ୍‌ୱେର ଭାଇରସ୍‌ ବିପଦ ନାହିଁ। ଡାଟା ଷ୍ଟୋର ହେଉଥିବା ଡିଭାଇସ୍‌କୁ ଭାଇରସ ବିପଦ ଥାଏ। ଏଏଟିଏମ୍ ପ୍ରତି ବିପଦ ନାହିଁ।”

Related story