୨୨ଟି ସ୍କୁଲ୍‌ରେ ‘ଶୂନ’ ଫଳ, ଜଣେ ବି ପିଲା ପାସ୍ କରି ନାହାନ୍ତି

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମୋଟ ୮୫.୨୮% ପିଲା ପାସ୍ କରିଛନ୍ତି। କିନ୍ତୁ ୨୨ଟି ସ୍କୁଲ୍‌ରେ ଗୋଟିଏ ବି ପିଲା ପାସ୍ କରି ନାହାନ୍ତି। ଅନ୍ୟ ପକ୍ଷରେ ୭୪୮ ସ୍କୁଲ୍‌ରେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି।

matric1

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 10:47 AM IST

Related story