ବିମୁଦ୍ରାକରଣ ବିରୋଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ବିମୁଦ୍ରାକରଣ ବିରୋଧରେ  ଆଜି ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ, ପ୍ରଦୀପ ଭଟ୍ଟାଚାର୍ଯ୍ୟ ଓ ଶୁଭଙ୍କର ସରକାର ସାମିଲ ହୋଇଥିଲେ। ଏହାସହ ନିରଞ୍ଜନ  ପଟ୍ଟନାୟକ ଏବଂ ସୁର ରାଉତରାୟଙ୍କ ପରି ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ବିମୁଦ୍ରାକରଣ ଯୋଗୁଁ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି। ବିଶେଷ କରି ଚାଷୀ ଓ ଗରିବ ଲୋକେ ବିମୁଦ୍ରାକରଣ  ଯୋଗୁଁ ହନ୍ତସନ୍ତ ହେଉଛନ୍ତି  ବୋଲି […]

congress rale in bbsr

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 09:31 PM IST

ଭୁବନେଶ୍ୱର: ବିମୁଦ୍ରାକରଣ ବିରୋଧରେ  ଆଜି ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ, ପ୍ରଦୀପ ଭଟ୍ଟାଚାର୍ଯ୍ୟ ଓ ଶୁଭଙ୍କର ସରକାର ସାମିଲ ହୋଇଥିଲେ। ଏହାସହ ନିରଞ୍ଜନ  ପଟ୍ଟନାୟକ ଏବଂ ସୁର ରାଉତରାୟଙ୍କ ପରି ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ବିମୁଦ୍ରାକରଣ ଯୋଗୁଁ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି। ବିଶେଷ କରି ଚାଷୀ ଓ ଗରିବ ଲୋକେ ବିମୁଦ୍ରାକରଣ  ଯୋଗୁଁ ହନ୍ତସନ୍ତ ହେଉଛନ୍ତି  ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ ଦଳ ଭୁବନେଶ୍ୱରରେ ବିକ୍ଷୋଭ ସମାବେଶର ଆୟୋଜନ କରିଥିଲା।

Related story