ଅକ୍ଟୋବର ୧ ବଦଳରେ ନଭେମ୍ୱର ୧ରୁ ରାଜ୍ୟରେ ଲାଗୁ ହେବ ଖାଦ୍ୟ ସୁରକ୍ଷା ଆଇନ

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖ ବଦଳରେ ନଭେମ୍ୱର ୧ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ଖାଦ୍ୟ ସୁରକ୍ଷା ଆଇନ। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ଆଇନ କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଜିଲ୍ଲାଗୁଡିକରେ ଲାଗୁ ହେବ ବୋଲି ଆଜି ଯୋଗାଣ ବିଭାଗ ସଚିବ ମଧୁସୁଦନ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନାରେ ସାମିଲ ହେବା ପାଇଁ ନାମ ପଞ୍ଜିକରଣ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ବାଦ୍ […]

Madhusudan

Madhusudan

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 07:04 AM IST

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖ ବଦଳରେ ନଭେମ୍ୱର ୧ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ଖାଦ୍ୟ ସୁରକ୍ଷା ଆଇନ। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ଆଇନ କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଜିଲ୍ଲାଗୁଡିକରେ ଲାଗୁ ହେବ ବୋଲି ଆଜି ଯୋଗାଣ ବିଭାଗ ସଚିବ ମଧୁସୁଦନ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନାରେ ସାମିଲ ହେବା ପାଇଁ ନାମ ପଞ୍ଜିକରଣ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ବାଦ୍ ଦେବା ପ୍ରକିୟା ଜାରି ରହିଛି। ଏଥିରେ ସାମନ୍ୟ ବିଳମ୍ବ ହୋଇଛି। ବର୍ତ୍ତମାନ ସୁଦ୍ଧା ୫୨ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ସାରିଲାଣି। ଏହି ପ୍ରକ୍ରିୟାକୁ ଶେଷ କଲା  ପରେ ହିଁ ନଭେମ୍ବର ୧ରୁ ଏହି ଯୋଜନାକୁ ଲାଗୁ କରାଯିବ।

ଏହା ପୂର୍ବରୁ ଯୋଗାଣ ସଚିବ କହିଥଲେ ଯେ ଅକ୍ଟୋବର ୧ ତାରିଖ ସୁଦ୍ଧା ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବ। ଏଥିପାଇଁ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ। ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ରାଜ୍ୟରେ ୧ କୋଟି ୪ ଲକ୍ଷ ପରିବାର ପଞ୍ଜିକରଣ କରିଛନ୍ତି। ଏହି ସବୁ ପରିବାରର ସଦସ୍ୟ ସଂଖ୍ୟା ୩କୋଟି ୯୩ଲକ୍ଷ ବୋଲି ସେ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story