ଓଡ଼ିଶା ଆଡମିନଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ନେଇ ତେଜୁଛି ଅଶାନ୍ତି: ସରକାର ସ୍ପଷ୍ଟ ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ଆଇନଜୀବୀ

ଭୁବନେଶ୍ୱର: ଓଡିଶା ଆଡମିନଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଅଶାନ୍ତି ତେଜୁଛି । ଆସନ୍ତାକାଲି ସୁଦ୍ଧା ସରକାର ଏ ନେଇ ସ୍ପଷ୍ଟ ନ କଲେ ଆଇନଜୀବୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଘର କର୍ମକର୍ତ୍ତା ଓ ଟ୍ରିବ୍ୟୁନାଲ୍ ବାର୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ମିଳିତ ଭାବେ ରାଜ୍ୟର ବିଭିନ୍ନ ଟ୍ରିବ୍ୟୁନାଲ୍ ବାରର ସଦସ୍ୟମାନେ ଉପସ୍ଥିତ ରହି ଏହି ଚେତାବନୀ ଦେଇଛନ୍ତି।ଓଡିଶାରେ ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା ହେବା ପରଠାରୁ […]

tribunal

tribunal

Rakesh Mallick
  • Published: Sunday, 13 September 2015
  • Updated: 14 September 2015, 02:53 AM IST

Sports

Latest News

ଭୁବନେଶ୍ୱର: ଓଡିଶା ଆଡମିନଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଅଶାନ୍ତି ତେଜୁଛି । ଆସନ୍ତାକାଲି ସୁଦ୍ଧା ସରକାର ଏ ନେଇ ସ୍ପଷ୍ଟ ନ କଲେ ଆଇନଜୀବୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଘର କର୍ମକର୍ତ୍ତା ଓ ଟ୍ରିବ୍ୟୁନାଲ୍ ବାର୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ମିଳିତ ଭାବେ ରାଜ୍ୟର ବିଭିନ୍ନ ଟ୍ରିବ୍ୟୁନାଲ୍ ବାରର ସଦସ୍ୟମାନେ ଉପସ୍ଥିତ ରହି ଏହି ଚେତାବନୀ ଦେଇଛନ୍ତି।tribunalଓଡିଶାରେ ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା ହେବା ପରଠାରୁ ୨ଲକ୍ଷ ୬୬ ହଜାର ୯ଶହ ୧୧ଟି ମାମଲା ପଞ୍ଜୀକୃତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୮ହଜାର ୬ଶହ ୭୬ଟି ମାମଲା ଶୁଣାଣି ଶେଷ ହୋଇଛି ଓ ୫୮ହଜାର ୨ଶହ ୩୪ଟି ମାମଲା ପେଣ୍ଡିଂ ରହିଛି। ବର୍ତ୍ତମାନ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେଲେ ଏହି ବୋଝ ହାଇକୋର୍ଟ ଉପରେ ପଡ଼ିବ। ହାଇକୋର୍ଟରେ ୨୦୧୪ ଡିସେମ୍ୱର ସୁଦ୍ଧା ଏକ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଫଇସଲା ନ ହୋଇ ପଡି ରହିଛି। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ନିଷ୍ପତ୍ତି ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story