ଓଡ଼ିଆ ଡାକ୍ତରଙ୍କୁ ପ୍ରଶଂସା କଲେ କରୀନା: କହିଲେ ଗର୍ଭବତୀଙ୍କୁ କାନ୍ଧେଇଥିବା ଡାକ୍ତର ଓଁକାର ମୋର ପ୍ରେରଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଡାକ୍ତର ଓଁକାର ହୋତାଙ୍କ ମଣିଷପଣିଆ ଦେଖି ବଲିଉଡ ଅଭିନେତ୍ରୀ କରୀନା କପୁର ଶତମୁଖ। ମାଲକାନଗିରି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଦୀର୍ଘ 10 କିଲୋମିଟର ନିଜ କାନ୍ଧରେ କାନ୍ଧେଇ ମେଡିକାଲକୁ ନେଇଥିବା ଓଁକାରଙ୍କୁ ପ୍ରଶଂସାରେ ପୋତି ପକାଇଲେ କରୀନା। ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ପାଇଁ ଏମିତି ନିଶ୍ୱାର୍ଥପର ସେବା ପାଇଁ କିଛିଦନ ତଳେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ୟୁନିସେଫ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ କରୀନା କପୁର ଉପସ୍ଥିତ […]

karina final

karina final

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 03:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଡାକ୍ତର ଓଁକାର ହୋତାଙ୍କ ମଣିଷପଣିଆ ଦେଖି ବଲିଉଡ ଅଭିନେତ୍ରୀ କରୀନା କପୁର ଶତମୁଖ। ମାଲକାନଗିରି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଦୀର୍ଘ 10 କିଲୋମିଟର ନିଜ କାନ୍ଧରେ କାନ୍ଧେଇ ମେଡିକାଲକୁ ନେଇଥିବା ଓଁକାରଙ୍କୁ ପ୍ରଶଂସାରେ ପୋତି ପକାଇଲେ କରୀନା। ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ପାଇଁ ଏମିତି ନିଶ୍ୱାର୍ଥପର ସେବା ପାଇଁ କିଛିଦନ ତଳେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

ୟୁନିସେଫ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ କରୀନା କପୁର ଉପସ୍ଥିତ ଥିଲେ। ଡାକ୍ତର ଓଁକାରଙ୍କ ଠାରୁ ଓଡିଶା ଆଦିବାସୀ ମାନଙ୍କ କରୁଣ କାହାଣୀ ଶୁଣିବା ପରେ କରୀନା ଭାବବିହ୍ୱଳ ହୋଇପଡ଼ିଥିଲେ। ଏମିତି କି ନିଜ ଭାବନାକୁ ଚାପିପାରି ନଥିଲେ ସେ। ଆଖିରେ ଲୁହ ଆସିଯାଇଥିଲା। ଏହି ଅବସରରେ ସେ ଓଁକାରଙ୍କୁ ସାଲ୍ୟୁଟ୍‌ କରିବା ସହ ପ୍ରଶଂସାରେ ପୋତି ପକାଇଥିଲେ। ଖାଲି ସେତିକି ନୁହେଁ ଓଁକାର ତାଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି କହିଥିଲେ।

ଗତ କିଛି ମାସ ତଳେ ମାଲକାନଗିରି ଜିଲ୍ଲାର ଜଣେ ଗର୍ଭବତୀଙ୍କୁ ୧୦ କିମି କାନ୍ଧରେ ବୋହି ମେଡିକାଲରେ ପହଞ୍ଚାଇଥିଲେ ଡାକ୍ତର ଓଁକାର। ତାଙ୍କର ଏ ପ୍ରକାର ସେବା  ଓ ସହାନଭୁତି ତାଙ୍କୁ ଜାତୀୟସ୍ତରରେ ପରିଚିତ କରାଇଥିଲା। ଉପାନ୍ତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ ଓଁକାର।

ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ନୂଆଦିଲ୍ଲୀରେ ୟୁନିସେଫ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ ଓଁକାର । ସେଠାରେ ଡଃ.ହୋତା ଆଦିବାସୀ ଅଞ୍ଚଳର ନିରାପଦ ମାତୃତ୍ୱ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ ଅଭିନେତ୍ରୀ କରୀନା କପୁର ମଧ୍ୟ ଯୋଗ ଦେଇଥିଲେ। ଡାକ୍ଟର ହୋତାଙ୍କର ଏହି ମହାନ କାର୍ଯ୍ୟ ମୋତେ ଅନୁପ୍ରାଣିତ କରିଛି ବୋଲି କରୀନା  କହିଥିଲେ। ସେ କହିଥିଲେ  ଯେ, ଆମେମାନେ ଚଳଚ୍ଚିତ୍ରର ଅଭିନେତା ଏବଂ ଅଭିନେତ୍ରୀ କିନ୍ତୁ ସେ ହେଉଛନ୍ତି ପ୍ରକୃତ ହିରୋ  । ମହିଳା ଧନୀ ହୁଅନ୍ତୁ ଅବା ଗରିବ ସମସ୍ତେ ପ୍ରସବ ସମୟରେ ସାହାଯ୍ୟ ସହଯୋଗ ଲୋଡିଥାନ୍ତି। ଆଉ ସେ ସମୟରେ ଓଁକାର ଦେବଦୂତ ସାଜିଥିଲେ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story