ଓଡ଼ିଶାରେ ‘କ୍ୟାଣ୍ଟ’ର ପ୍ରଭାବ ନାହିଁ, ସବୁ ଆଲର୍ଟ ପ୍ରତ୍ୟାହାର: ଏସ୍‌ଆର୍‌ସି

ଭୁବନେଶ୍ୱର: ଓଡ଼ିଶା ସମ୍ପୂର୍ଣ୍ଣ ଭାବରେ ବିପଦ ମୁକ୍ତ। ‘କ୍ୟାଣ୍ଟ’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହା ଆନ୍ଧ୍ର ମୁହାଁ ହୋଇଛି, କ୍ୟାଣ୍ଟର ପ୍ରଭାବ ଓଡ଼ିଶା ଉପରେ ନ ଥିବାରୁ ସବୁ ଆଲର୍ଟ ପ୍ରତ୍ୟାହାର କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି,“ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଉପରେ କ୍ୟାଣ୍ଟର ପ୍ରଭାବ ନ ଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ତେଣୁ […]

pradepta-mohapatra

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 10:17 PM IST

ଭୁବନେଶ୍ୱର: ଓଡ଼ିଶା ସମ୍ପୂର୍ଣ୍ଣ ଭାବରେ ବିପଦ ମୁକ୍ତ। ‘କ୍ୟାଣ୍ଟ’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହା ଆନ୍ଧ୍ର ମୁହାଁ ହୋଇଛି, କ୍ୟାଣ୍ଟର ପ୍ରଭାବ ଓଡ଼ିଶା ଉପରେ ନ ଥିବାରୁ ସବୁ ଆଲର୍ଟ ପ୍ରତ୍ୟାହାର କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେ କହିଛନ୍ତି,“ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଉପରେ କ୍ୟାଣ୍ଟର ପ୍ରଭାବ ନ ଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story