୧ ଲକ୍ଷ ୬ ହଜାର କୋଟି ଟଙ୍କା ଛୁଇଁ ପାରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟ ବଜେଟ୍‌ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଛୁଇଁ ପାରେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨୦୧୭-୧୮ ପୂର୍ଣ୍ଣାଙ୍ଗ ବଜେଟ୍‌ ଚିଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଚଳିତ ଥର ବିଭାଗ ବଦଳରେ ସରକାରୀ ଯୋଜନାକୁ ଦୃଷ୍ଟିରେ ରଖି ବଜେଟ୍‌ରେ ବୟବରାଦ କରାଯିବାକୁ ଲକ୍ଷ୍ୟ ରହିଥିବା ସୂଚନା ମିଳିଛି। ଚଳିତବର୍ଷ କେନ୍ଦ୍ରୀୟ ଢାଞ୍ଚାରେ ଯୋଜନା ଓ ଅଣଯୋଜନାକୁ ମିଶାଇ ବଜେଟ୍‌ ପ୍ରସ୍ତୁତ […]

sachibalaya

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 07:54 PM IST

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟ ବଜେଟ୍‌ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଛୁଇଁ ପାରେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨୦୧୭-୧୮ ପୂର୍ଣ୍ଣାଙ୍ଗ ବଜେଟ୍‌ ଚିଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଚଳିତ ଥର ବିଭାଗ ବଦଳରେ ସରକାରୀ ଯୋଜନାକୁ ଦୃଷ୍ଟିରେ ରଖି ବଜେଟ୍‌ରେ ବୟବରାଦ କରାଯିବାକୁ ଲକ୍ଷ୍ୟ ରହିଥିବା ସୂଚନା ମିଳିଛି। ଚଳିତବର୍ଷ କେନ୍ଦ୍ରୀୟ ଢାଞ୍ଚାରେ ଯୋଜନା ଓ ଅଣଯୋଜନାକୁ ମିଶାଇ ବଜେଟ୍‌ ପ୍ରସ୍ତୁତ କରାଯାଇଛି।

ଗତବର୍ଷ ମୂଳ ବଜେଟ୍‌ରେ ୯୪,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା।

Related story