ଓଡିଶାରେ ଆଉ ଏକ ନଗଡ଼ା!, ଅପପୁଷ୍ଟିରେ ଆଖି ବୁଜିଲା ଶିଶୁ

ଆନନ୍ଦପୁର: ଯାଜପୁର ପରେ କେନ୍ଦୁଝରରେ ନଗଡ଼ାର ପଦଚିହ୍ନ । ଦାରିଦ୍ର୍ୟ ଓ ଅପପୁଷ୍ଟିର ବଳୟରେ ଦୀର୍ଘଦିନ ଧରି ଘାଣ୍ଟି ହୋଇ ଜଣେ ୪ ବର୍ଷର ଶିଶୁ ଆଖି ବୁଜିଛି। ଏବେ ମଧ୍ୟ ସେହି ପରିବାରର ଦୁଇ ଶିଶୁ ଓ ତାଙ୍କ ରୋଗିଣା ବାପା ଯନ୍ତ୍ରଣାରେ ଛଟପଟ୍‌ ହେଉଛନ୍ତି। ମାତ୍ର ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିନି। କିଛି ଦିନ ତଳେ ନଗଡ଼ାରେ ଶିଶୁ ମୃତ୍ୟ ହୋଇଥିଲା। ଏହାକୁ ନେଇ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଥିଲେ । […]

nagada child death

nagada child death

Rakesh Mallick
  • Published: Monday, 01 May 2017
  • Updated: 02 May 2017, 01:28 PM IST

Sports

Latest News

ଆନନ୍ଦପୁର: ଯାଜପୁର ପରେ କେନ୍ଦୁଝରରେ ନଗଡ଼ାର ପଦଚିହ୍ନ । ଦାରିଦ୍ର୍ୟ ଓ ଅପପୁଷ୍ଟିର ବଳୟରେ ଦୀର୍ଘଦିନ ଧରି ଘାଣ୍ଟି ହୋଇ ଜଣେ ୪ ବର୍ଷର ଶିଶୁ ଆଖି ବୁଜିଛି। ଏବେ ମଧ୍ୟ ସେହି ପରିବାରର ଦୁଇ ଶିଶୁ ଓ ତାଙ୍କ ରୋଗିଣା ବାପା ଯନ୍ତ୍ରଣାରେ ଛଟପଟ୍‌ ହେଉଛନ୍ତି। ମାତ୍ର ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିନି। କିଛି ଦିନ ତଳେ ନଗଡ଼ାରେ ଶିଶୁ ମୃତ୍ୟ ହୋଇଥିଲା। ଏହାକୁ ନେଇ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଥିଲେ । ଏବେ ପୁଣି ଆଉ ଏକ ନଗଡ଼ାର ସ୍ଥିତି ଦେଖିବାକୁ ମିଳିଛି ଘଷିପୁରା ବ୍ଲକ୍ ଅନ୍ତର୍ଗତ ବାମ୍ଫିଡ଼ି ଗାଁରେ।

ବାମ୍ଫିଡି ନାହାକ ସାହିରେ ବାସ କରନ୍ତି ନକୂଳ ନାୟକ। ୪ ପିଲାଙ୍କୁ ନେଇ ତାଙ୍କର ପରିବାର। ଘରଦ୍ୱାର ଓ ଜମିବାଡ଼ି କିଛି ନାହିଁ। ଏପରିକି ଭୋଟର ପରିଚୟପତ୍ର କି ରାସନ୍‌କାର୍ଡ଼ ନାହିଁ। ନକୂଳ ମୁଲ ମଜୁରି କରି ପରିବାର ଭରଣ ପୋଷଣ କରନ୍ତି। ମାତ୍ର ଦଇବର ବିଧି ଥିଲା ଆଉ କିଛି। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ ନକୂଳ। ପୂର୍ବ ପରି ଆଉ ମୁଲ ମଜୁରି କରିପାରିଲେ ନାହିଁ। ଫଳରେ ପରିବାର ଉପରେ ବଜ୍ର ପଡ଼ିଲା। ପରିବାରର ଦୁଃଖ ବଢ଼ିଗଲା। ଦିନକୁ ଦୁଇ ଓଳି ଖାଇବାକୁ ପାଇଲେ ନାହିଁ। ରହିବାକୁ ଜାଗା ନଥିବାର ନକୂଳଙ୍କ ପରିବାର ଲୋକେ ଜଣେ ସମ୍ପର୍କୀୟଙ୍କ ଭଙ୍ଗା ଚାଳିଆରେ ଆଶ୍ରୟ ନେଲେ। ଖାଇବାକୁ ନପାଇ ମଝିଆଁ ଝିଅ ଚୁମ୍‌କି ଅପପୁଷ୍ଟି ରୋଗରେ ଶିକାର ମୃତ୍ୟୁ ମୁଖରେ ପଡ଼ିଲା।

ଘଷିପୁରା ବିଡିଓ ସୁରଞ୍ଜନ ସାହୁ କହିଛନ୍ତି,“ନକୂଳଙ୍କର ୩ ପିଲା ଅଛନ୍ତି। ଜଣକର ବୟସ ୬ ବର୍ଷ, ଆଉ ଜଣକ ବୟସ ୪ ବର୍ଷ ଓ ଅନ୍ୟ ଜଣକ ବୟସ ଦେଢ଼ ବର୍ଷ। ୬ ବର୍ଷର ପିଲାକୁ ଆଶ୍ରମ ସ୍କୁଲରେ ଭର୍ତ୍ତି କରିବାକୁ ବିଇଓଙ୍କ ନିର୍ଦ୍ଦେଶ ଦିଆଯାଇଛି। ସେ ଯାଜପୁର ଜିଲ୍ଲାରେ ରହୁଥିଲେ ତାଙ୍କର ଭୋଟର କାର୍ଡ଼ ନଥିଲା। ଏବେ ତାଙ୍କର ଆଧାରକାର୍ଡ଼ କରାଯାଇ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story