ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଆସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ମୋଟ ୨୬ଟି ଜିଲ୍ଲାର ୧୪୯ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିପରି ମତଦାତା ୧,୧୭୩ ଜଣ ସରପଞ୍ଚ ଓ ସମିତି ସଭ୍ୟ ସହିତ ୧୬,୧୪୮ ଜଣ ୱାର୍ଡ ମେମ୍ବରଙ୍କୁ ଚୟନ କରିବାକୁ ଭୋଟ୍ ଦେବେ। ଏହି ପର୍ଯ୍ୟାୟରେ ୪୪,୫୦,୮୯୩ ଜଣ ଭୋଟର୍ ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ଅନୁଗୋଳ, ବୌଦ୍ଧ, ଝାରସୁଗୁଡ଼ା ଓ […]

votebox

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 11:09 AM IST

ଭୁବନେଶ୍ୱର: ଆସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ମୋଟ ୨୬ଟି ଜିଲ୍ଲାର ୧୪୯ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିପରି ମତଦାତା ୧,୧୭୩ ଜଣ ସରପଞ୍ଚ ଓ ସମିତି ସଭ୍ୟ ସହିତ ୧୬,୧୪୮ ଜଣ ୱାର୍ଡ ମେମ୍ବରଙ୍କୁ ଚୟନ କରିବାକୁ ଭୋଟ୍ ଦେବେ। ଏହି ପର୍ଯ୍ୟାୟରେ ୪୪,୫୦,୮୯୩ ଜଣ ଭୋଟର୍ ସେମାନଙ୍କ ମତ ସାବ୍ୟସ୍ତ କରିବେ।

ଏହି ପର୍ଯ୍ୟାୟରେ ଅନୁଗୋଳ, ବୌଦ୍ଧ, ଝାରସୁଗୁଡ଼ା ଓ ମାଲକାନଗିରି ବ୍ୟତୀତ ଅନ୍ୟ ସବୁ ଜିଲ୍ଲାରେ ମତଦାନ ହେବ। ମତଦାନ ପାଇଁ ସବୁ ପ୍ରସ୍ତୁତି ସରିଛି।

Related story