ପପୁଙ୍କ ନାଁରେ ନାବାଳିକା କାଷ୍ଟିଂ କାଉଚ୍ ମାମଲା: ହୋଇପାରିଲା ନାହିଁ ସାକ୍ଷ୍ୟଗ୍ରହଣ

ଭୁବନେଶ୍ୱର: ପପୁ ପମପମଙ୍କ ନାଁରେ ନାବାଳିକା କାଷ୍ଟିଂ କାଉଚ୍ ଅଭିଯୋଗ ମାମଲା ନେଇ ଆଜି ସାକ୍ଷ୍ୟଗ୍ରହଣ ହୋଇପାରିନାହିଁ। ପୀଡ଼ିତା ଓ ଅଭିଯୋଗକାରୀଙ୍କ ନିକଟରେ ସମନ୍ ପହଞ୍ଚି ପାରି ନ ଥିବାରୁ ପ୍ରଥମ ଦିନର ସାକ୍ଷ୍ୟ ଗ୍ରହଣ ହୋଇପାରିନାହିଁ। ପ୍ରଥମ ପର୍ଯ୍ୟାୟରେ ହାଜର ହେବା ପାଇଁ ୪ ଜଣଙ୍କୁ ସମନ କରାଯାଇଛି।  ନାବାଳିକା ସହ ତାଙ୍କ ପିତାମାତା ଓ ଅଭିଯୋଗ ଆଣିଥିବା ସିଡବ୍ଲୁସି ସଦସ୍ୟା ନିରୂପମା ରଥଙ୍କୁ ସମନ କରାଯାଇଛି। ଗତବର୍ଷ ଏହି ଘଟଣା ସାରା ରାଜ୍ୟରେ ହଇଚଇ […]

papu-840x440

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 02:02 PM IST

ଭୁବନେଶ୍ୱର: ପପୁ ପମପମଙ୍କ ନାଁରେ ନାବାଳିକା କାଷ୍ଟିଂ କାଉଚ୍ ଅଭିଯୋଗ ମାମଲା ନେଇ ଆଜି ସାକ୍ଷ୍ୟଗ୍ରହଣ ହୋଇପାରିନାହିଁ। ପୀଡ଼ିତା ଓ ଅଭିଯୋଗକାରୀଙ୍କ ନିକଟରେ ସମନ୍ ପହଞ୍ଚି ପାରି ନ ଥିବାରୁ ପ୍ରଥମ ଦିନର ସାକ୍ଷ୍ୟ ଗ୍ରହଣ ହୋଇପାରିନାହିଁ। ପ୍ରଥମ ପର୍ଯ୍ୟାୟରେ ହାଜର ହେବା ପାଇଁ ୪ ଜଣଙ୍କୁ ସମନ କରାଯାଇଛି।  ନାବାଳିକା ସହ ତାଙ୍କ ପିତାମାତା ଓ ଅଭିଯୋଗ ଆଣିଥିବା ସିଡବ୍ଲୁସି ସଦସ୍ୟା ନିରୂପମା ରଥଙ୍କୁ ସମନ କରାଯାଇଛି।

ଗତବର୍ଷ ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ମାମଲାରେ ପପୁ ପମପମ୍ ଓ ତାଙ୍କ ସହଯୋଗୀ ଗିରଫ ହୋଇଥିବା ବେଳେ ଏବେ ହାଇକୋର୍ଟରୁ ଜାମିନରେ ଅଛନ୍ତି।

 

 

Related story