ମୟୂରକୁ କେଉଁ ଅବସ୍ଥାରେ ଦେଖିଲେ କ’ଣ ସଙ୍କେତ ମିଳିଥାଏ

ସ୍ୱପ୍ନ ଭବିଷ୍ୟତରେ ହେବାକୁ ଯାଉଥିବା ଭଲ ମନ୍ଦ ଘଟଣା ବିଷୟରେ ସଂକେତ ଦେଇଥାଏ। ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ସ୍ୱପ୍ନ ବିଜ୍ଞାନ ଓ ତାହାର ଫଳ ସମ୍ପର୍କରେ ବାଖ୍ୟା କରାଯାଇଛି। କିଛି ସ୍ୱପ୍ନ ଏପରି ରହିଛି ଯାହା ସମସ୍ତଙ୍କୁ ଆସେ ନାହିଁ। ତେବେ ସ୍ୱପ୍ନରେ ମୟୂର ଦେଖିବା ଶୁଭ। ଏହା ଭବିଷ୍ୟତର ଅନେକ ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ମୟୂରର କେଉଁ ଅବସ୍ଥାରେ ଦେଖିଲେ ଭବିଷ୍ୟତରେ କେଉଁ ଫଳ ମିଳିଥାଏ। – ଯଦି ସ୍ୱପ୍ନରେ ଅଣ୍ଡିରା […]

1479898886-8002

1479898886-8002

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 11:09 AM IST

Sports

Latest News

ସ୍ୱପ୍ନ ଭବିଷ୍ୟତରେ ହେବାକୁ ଯାଉଥିବା ଭଲ ମନ୍ଦ ଘଟଣା ବିଷୟରେ ସଂକେତ ଦେଇଥାଏ। ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ସ୍ୱପ୍ନ ବିଜ୍ଞାନ ଓ ତାହାର ଫଳ ସମ୍ପର୍କରେ ବାଖ୍ୟା କରାଯାଇଛି। କିଛି ସ୍ୱପ୍ନ ଏପରି ରହିଛି ଯାହା ସମସ୍ତଙ୍କୁ ଆସେ ନାହିଁ। ତେବେ ସ୍ୱପ୍ନରେ ମୟୂର ଦେଖିବା ଶୁଭ। ଏହା ଭବିଷ୍ୟତର ଅନେକ ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ମୟୂରର କେଉଁ ଅବସ୍ଥାରେ ଦେଖିଲେ ଭବିଷ୍ୟତରେ କେଉଁ ଫଳ ମିଳିଥାଏ।

- ଯଦି ସ୍ୱପ୍ନରେ ଅଣ୍ଡିରା ମୟୂର ଓ ମାଇ ମୟୂରଙ୍କୁ ଏକାଠି ବସିବାର ଦେଖିବେ ତେବେ ଏହା ବିବାହିତ ଯୋଡିଙ୍କ ଲାଗି ଶୁଭ ହୋଇଥାଏ।

- ସ୍ୱପ୍ନରେ ମୟୂର ନାଚିବାର ଦେଖନ୍ତି ତେବେ ଜାଣିବେ ଖୁବ୍‌ ଶୀଘ୍ର ଭାଗ୍ୟୋଦୟ ହେବ।

- ସ୍ୱପ୍ନରେ ମୟୂରଙ୍କୁ ତଳେ ବସିଥିବା ଦେଖିବା ଅଶୁଭ ସଙ୍କେତ। ଏହା ଚାକିରି କ୍ଷେତ୍ରରେ ଅସ୍ଥିରତା,ଘର ସଦସ୍ୟଙ୍କ ବେମାରୀ, ପରିବାରର ଚିନ୍ତା ବଢିବାର ସଙ୍କେତ ଦେଇଥାଏ।

-  ମୟୂର କୁ ମାରି ମାଂସ ଖାଇବା ସ୍ୱପ୍ନ ଦେଖିଲେ ଦୁର୍ଭାଗ୍ୟ ମାଡି ଆସିବାର ସଂଙ୍କେତ ହୋଇଥାଏ।

- କୌଣସି ବୃକ୍ଷରେ ଏକାନ୍ତରେ ମୟୂର ବସିଥିବାର ଦେଖନ୍ତି ତେବେ ଶତ୍ରୁ ଭୟ ଲାଗି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story