ପୁଅ ଝିଅଙ୍କ ବୟସ ଏମିତି ହୋଇଥିଲେ ଜମିଯାଏ ଯୋଡି

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିବାହ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ ଅଂଶ। ତେବେ କୌଣସି ପୁଅ ଝିଅଙ୍କ ବିବାହ ଠିକ ହେବା ସହଜ ନୁହେଁ। ଅନେକ ଦେଖାରେଖା ଓ ରୀତି ନୀତି ପୂରଣ କରିବା ପରେ ବିବାହ ସ୍ଥିର ହୋଇଥାଏ।</p> <p>ବିବାହ ପାଇଁ ସଠିକ୍&zwnj; ବୟସ ରହିଛି। କିନ୍ତୁ କେହି କମ ବୟସରୁ ବିବାହ କରିନିଅନ୍ତି ତ କିଛି ପିଲା ଡେରିରେ ବିବାହ କରନ୍ତି। ବ୍ୟକ୍ତିଗତ ସୁବିଧା ଓ ନିଜସ୍ୱ ଇଚ୍ଛାକୁ ନେଇ ଜଣେ ନିଜ ବିବାହ ପାଇଁ ନିସ୍ପତ୍ତି ନେଇଥାନ୍ତି। କିନ୍ତୁ ଝିଅ ମାନଙ୍କର ଯୋଡା ବୟସ ହୋଇଥିଲେ ସେମାନଙ୍କୁ ବିବାହ କରିବା ପାଇଁ ମନା କରାଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୁଅର ଅଯୁଗ୍ମ ବର୍ଷ ହୋଇଥିବ ଏବଂ କନ୍ୟାର ଯଦି ଯୁଗ୍ମ ବର୍ଷ ହୋଇଥିବ ସେମାନଙ୍କର ବିବାହ କରିଦିଅନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ। କିନ୍ତୁ ମନେ ରଖନ୍ତୁ ଝିଅକୁ ଯଦି ୨୨ ବର୍ଷ ଏବଂ ପୁଅକୁ ୨୭ବର୍ଷ ହୋଇଛି ତେବେ ସେମାନଙ୍କର ବିବାହ କରନ୍ତୁ ନାହିଁ।</p>

Ordigital Desk
  • Published: Thursday, 14 December 2017
  • Updated: 14 December 2017, 02:53 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିବାହ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ ଅଂଶ। ତେବେ କୌଣସି ପୁଅ ଝିଅଙ୍କ ବିବାହ ଠିକ ହେବା ସହଜ ନୁହେଁ। ଅନେକ ଦେଖାରେଖା ଓ ରୀତି ନୀତି ପୂରଣ କରିବା ପରେ ବିବାହ ସ୍ଥିର ହୋଇଥାଏ।</p><p>ବିବାହ ପାଇଁ ସଠିକ୍&zwnj; ବୟସ ରହିଛି। କିନ୍ତୁ କେହି କମ ବୟସରୁ ବିବାହ କରିନିଅନ୍ତି ତ କିଛି ପିଲା ଡେରିରେ ବିବାହ କରନ୍ତି। ବ୍ୟକ୍ତିଗତ ସୁବିଧା ଓ ନିଜସ୍ୱ ଇଚ୍ଛାକୁ ନେଇ ଜଣେ ନିଜ ବିବାହ ପାଇଁ ନିସ୍ପତ୍ତି ନେଇଥାନ୍ତି। କିନ୍ତୁ ଝିଅ ମାନଙ୍କର ଯୋଡା ବୟସ ହୋଇଥିଲେ ସେମାନଙ୍କୁ ବିବାହ କରିବା ପାଇଁ ମନା କରାଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୁଅର ଅଯୁଗ୍ମ ବର୍ଷ ହୋଇଥିବ ଏବଂ କନ୍ୟାର ଯଦି ଯୁଗ୍ମ ବର୍ଷ ହୋଇଥିବ ସେମାନଙ୍କର ବିବାହ କରିଦିଅନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ। କିନ୍ତୁ ମନେ ରଖନ୍ତୁ ଝିଅକୁ ଯଦି ୨୨ ବର୍ଷ ଏବଂ ପୁଅକୁ ୨୭ବର୍ଷ ହୋଇଛି ତେବେ ସେମାନଙ୍କର ବିବାହ କରନ୍ତୁ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos