କେଉଁ ସମୟରେ ଦହି ଖାଇବା କ୍ଷତିକାରକ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାରତୀୟ ମାନଙ୍କର ଖାଦ୍ୟ ସୁଚିରେ ସାମିଲ ଥାଏ ଦହି। ଏହା କେବଳ ଖାଦ୍ୟରେ ସ୍ୱାଦ ବଢାଇ ନଥାଏ, ସ୍ୱସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାକୁ ସବୁ ସମୟରେ ଖାଇ ହେବନାହିଁ। କିଛି ନିର୍ଦ୍ଧିଷ୍ଟ ସମୟ ରହିଛି ଯେଉଁ ସମୟରେ ଦହି ଖାଇବାକୁ ମନା କରାଯାଇଥାଏ। ଭୋଜନ ଶେଷରେ କିଛି ଲୋକ ଖାଦ୍ୟ ହଜମ ପାଇଁ ମଧ୍ୟ ଦହି ଖାଆନ୍ତି। ତେବେ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ। ଏହାକୁ ଖାଇବା ପାଇଁ ନିର୍ଦ୍ଧିଷ୍ଟ ସମୟ ରହିଛି। ଭୋଜନ ଶେଷରେ, ବର୍ଷା ଦିନେ ଏବଂ ମହୁ ସହିତ ଦହି ମିସାଇ ଖାଇବା ଅନୁଚିତ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।</p>

Ordigital Desk
  • Published: Monday, 27 November 2017
  • Updated: 27 November 2017, 12:37 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାରତୀୟ ମାନଙ୍କର ଖାଦ୍ୟ ସୁଚିରେ ସାମିଲ ଥାଏ ଦହି। ଏହା କେବଳ ଖାଦ୍ୟରେ ସ୍ୱାଦ ବଢାଇ ନଥାଏ, ସ୍ୱସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାକୁ ସବୁ ସମୟରେ ଖାଇ ହେବନାହିଁ। କିଛି ନିର୍ଦ୍ଧିଷ୍ଟ ସମୟ ରହିଛି ଯେଉଁ ସମୟରେ ଦହି ଖାଇବାକୁ ମନା କରାଯାଇଥାଏ। ଭୋଜନ ଶେଷରେ କିଛି ଲୋକ ଖାଦ୍ୟ ହଜମ ପାଇଁ ମଧ୍ୟ ଦହି ଖାଆନ୍ତି। ତେବେ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ। ଏହାକୁ ଖାଇବା ପାଇଁ ନିର୍ଦ୍ଧିଷ୍ଟ ସମୟ ରହିଛି। ଭୋଜନ ଶେଷରେ, ବର୍ଷା ଦିନେ ଏବଂ ମହୁ ସହିତ ଦହି ମିସାଇ ଖାଇବା ଅନୁଚିତ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos