ପୋଲାଭରମ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲା ବିଧାନସଭା ଗୃହ କମିଟି
ଭୁବନେଶ୍ୱର:ପୋଲାଭରମ୍ ପ୍ରକଳ୍ପ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ସୋମବାର ବିଧାନସଭା ଗୃହ କମିଟି ସମୟ ମାଗିଛି । ଚଳିତ ମାସ ୨୭ ତାରିଖରୁ ଜାନୁଆରୀ ୧୮ ମଧ୍ୟରେ ସମୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ଅନୁରୋଧ କରିଛି । ଗୃହ କମିଟି ସଦସ୍ୟ ତଥା ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାରିଖ ମିଳିବା ପରେ କମିଟିର କଂଗ୍ରେସ ଓ ବିଜେପି ସଦସ୍ୟମାନଙ୍କ ସହିତ ଆଲୋଚନା କରାଯିବ।