ପର୍ଣ୍ଣ ସାଇଟ୍‌ରେ ସମାଜସେବୀଙ୍କ ଫଟୋ ମାମଲା: ଲିଙ୍କନ ଆଣିଲେ ସାଂଘାତିକ  ଅଭିଯୋଗ

ଭବନେଶ୍ୱର: ପର୍ଣ୍ଣ ସାଇଟ୍‌ରେ ଲିଙ୍କନ ସୁବୁଦ୍ଧିଙ୍କ ଫଟୋ ପୋଷ୍ଟ ଘଟଣାରେ ଲିଙ୍କନ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୋଲିସ ଗିରଫ କରିଥିବା ବ୍ୟକ୍ତି ପ୍ରକୃତ ଅଭିଯୁକ୍ତ ନୁହଁନ୍ତି ବୋଲି କହିଛନ୍ତି ଲିଙ୍କନ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲିଙ୍କନ ଏହି ଅଭିଯୋଗ ଆଣିଛନ୍ତି। ପ୍ରକୃତ ଅଭିଯୁକ୍ତକୁ ପୋଲିସ ଗିରଫ କରିବାକୁ ସେ ଦାବି କରିଛନ୍ତି। ଗତକାଲି ମିଥୁନ ସାହୁ ନାମକ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଥିଲା। ଏହି ମାମଲାରେ ବିଜେଡି ନେତା ସଞ୍ଜୟ ଦାସବର୍ମା ନିଜ ଆଡୁ ସଫେଇ […]

linkan

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 06:35 PM IST

ଭବନେଶ୍ୱର: ପର୍ଣ୍ଣ ସାଇଟ୍‌ରେ ଲିଙ୍କନ ସୁବୁଦ୍ଧିଙ୍କ ଫଟୋ ପୋଷ୍ଟ ଘଟଣାରେ ଲିଙ୍କନ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୋଲିସ ଗିରଫ କରିଥିବା ବ୍ୟକ୍ତି ପ୍ରକୃତ ଅଭିଯୁକ୍ତ ନୁହଁନ୍ତି ବୋଲି କହିଛନ୍ତି ଲିଙ୍କନ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲିଙ୍କନ ଏହି ଅଭିଯୋଗ ଆଣିଛନ୍ତି। ପ୍ରକୃତ ଅଭିଯୁକ୍ତକୁ ପୋଲିସ ଗିରଫ କରିବାକୁ ସେ ଦାବି କରିଛନ୍ତି।

ଗତକାଲି ମିଥୁନ ସାହୁ ନାମକ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଥିଲା।

ଏହି ମାମଲାରେ ବିଜେଡି ନେତା ସଞ୍ଜୟ ଦାସବର୍ମା ନିଜ ଆଡୁ ସଫେଇ ଦେବାକୁ ନେଇ ଲିଙ୍କନ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସଞ୍ଜରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story