ଅଫିସ୍‌ରେ ସକରାତ୍ମକ ଚିନ୍ତାଧାରା ଦେବ ସଫଳତା: ଜାଣନ୍ତୁ କିପରି?

ଯେକୌଣସି ଚାକିରି ହେଉ ସକରାତ୍ମକ ଚିନ୍ତାଧାରା ତଥା ଆତ୍ମବିଶ୍ୱାସ ରହିବା ନିହାତି ଜରୁରୀ। ଯଦ୍ୱାରା ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇପାରିବେ। ଆସନ୍ତୁ ଜାଣିବା କିଛି ଟିପ୍ସ ଯାହା ଆପଣଙ୍କୁ ସାହାଯ୍ୟ କରିପାରିବ। ଚାକିରିକୁ କରନ୍ତୁ ପ୍ୟାସନ୍‌ ଯାହାବି ଚାକିରି କରନ୍ତୁ, ଯଦି ଆପଣ ଏହାକୁ ପ୍ୟାସନ୍‌ ଭାବେ କରୁଛନ୍ତି ସଫଳତା ନିଶ୍ଚୟ ମିଳିବ। କାରଣ ପ୍ୟାସନରୁ ଜଣେ ବ୍ୟକ୍ତିର ବାସ୍ତବିକ କାମ କରିବାର ଷ୍ଟାଇଲ୍‌ ସମ୍ପର୍କରେ ଜଣାପଡ଼ିଥାଏ। ନକରାତ୍ମକ ପରିବେଶରୁ ଦୂରେଇ ରୁହନ୍ତୁ ଆମେ ଯାହା […]

job

job

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 01:09 PM IST

Sports

Latest News

ଯେକୌଣସି ଚାକିରି ହେଉ ସକରାତ୍ମକ ଚିନ୍ତାଧାରା ତଥା ଆତ୍ମବିଶ୍ୱାସ ରହିବା ନିହାତି ଜରୁରୀ। ଯଦ୍ୱାରା ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇପାରିବେ। ଆସନ୍ତୁ ଜାଣିବା କିଛି ଟିପ୍ସ ଯାହା ଆପଣଙ୍କୁ ସାହାଯ୍ୟ କରିପାରିବ।

ଚାକିରିକୁ କରନ୍ତୁ ପ୍ୟାସନ୍‌

ଯାହାବି ଚାକିରି କରନ୍ତୁ, ଯଦି ଆପଣ ଏହାକୁ ପ୍ୟାସନ୍‌ ଭାବେ କରୁଛନ୍ତି ସଫଳତା ନିଶ୍ଚୟ ମିଳିବ। କାରଣ ପ୍ୟାସନରୁ ଜଣେ ବ୍ୟକ୍ତିର ବାସ୍ତବିକ କାମ କରିବାର ଷ୍ଟାଇଲ୍‌ ସମ୍ପର୍କରେ ଜଣାପଡ଼ିଥାଏ।

ନକରାତ୍ମକ ପରିବେଶରୁ ଦୂରେଇ ରୁହନ୍ତୁ

ଆମେ ଯାହା ଚିନ୍ତା କରୁଛେ, ଆମ କାମ ମଧ୍ୟ ଠିକ୍ ସେହିପରି ହୋଇଥାଏ।  ଯଦି ନେଗେଟିଭ୍‌ ଚିନ୍ତା କରୁଥିବେ, ଏହାର ପ୍ରଭାବ କାମରେ ମଧ୍ୟ ଦେଖିବାକୁ ମିଳିଥାଏ। ତେଣୁ ଯଥା ସମ୍ଭବ ଚେଷ୍ଟା କରିବେ ନକାରାତ୍ମକ ପରିବେଶରୁ ଦୂରେଇ ରହିବାକୁ।

ମନର ଉତ୍ତେଜନାକୁ ଅବସ୍ଥାକୁ ନିୟନ୍ତ୍ରଣ ରଖନ୍ତୁ

ଚାକିରିକୁ ନେଇ ସବୁବେଳେ ଏକ୍ସାଇଟ୍‌ ରହିବା ଉଚିତ। ନିଜ କାମକୁ ସବୁବେଳେ ଉତ୍ସାହର ସହ କରିବା ଦ୍ୱାରା ସଫଳତା ସହଜରେ ହାସଲ କରିପାରିବେ।

ଚାକିରିରେ ପରିବର୍ତ୍ତନକୁ ନେଇ ଚିନ୍ତା କରନ୍ତୁ ନାହିଁ

ଚାକିରିରେ ପରିବର୍ତ୍ତନ ନିହାତି ଜରୁରୀ। ଆପଣଙ୍କ କାମ କରିବା ଉପାୟ କିମ୍ୱା ଅଫିସ୍‌ରେ କୌଣସି ପରିବର୍ତ୍ତନ ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ। ସବୁବେଳେ ନିଜ କାମକୁ ଅଧିକ ଗୁରୁତ୍ୱ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story