ପ୍ରପୋଜ୍ ଡେ’ରେ ଫେଲ୍‌ ହୋଇଗଲା ପ୍ରେମ ଗଣିତ

ନୂଆଦିଲ୍ଲୀ: ‘‘ମତେ ବିବାହ କରିବ? ପ୍ରତିଜ୍ଞା କରୁଛି ମରିବା ଯାଏଁ ତୁମ ସହ ରହିବି। ସବୁବେଳେ ତୁମକୁ ଖୁସିରେ ରଖିବି। ତୁମ ମୁହଁରେ ହସ ଦେଖିବାକୁ ଖୁବ୍‌ ପଇସା କମାଇବି। ତୁମେ ମୋର, କେବଳ ମୋର। ମତେ ବିବାହ କରିନିଅ..plz…’’। ଏମିତି କିଛି ରୋମାଣ୍ଟିକ୍‌ ଶବ୍ଦକୁ ପ୍ରତିଶ୍ରୁତି ମାଳରେ ଗୁନ୍ଥି ଦେଇଥିଲେ ସାହିର । ପ୍ରପୋଜ ଡେ’ରେ ବିମାଳ ଚାଳିକା ସୁନ୍ଦରୀ ପ୍ରେମିକାଙ୍କୁ ପଠାଇଥିଲେ ମେସେଜ୍‌। ହେଲେ କଥା ଓଲଟି ଗଲା । ଆଉ ଯାହା ଘଟିଲା […]

pilot lady

pilot lady

Rakesh Mallick
  • Published: Friday, 09 February 2018
  • Updated: 09 February 2018, 07:42 PM IST

ନୂଆଦିଲ୍ଲୀ: ‘‘ମତେ ବିବାହ କରିବ? ପ୍ରତିଜ୍ଞା କରୁଛି ମରିବା ଯାଏଁ ତୁମ ସହ ରହିବି। ସବୁବେଳେ ତୁମକୁ ଖୁସିରେ ରଖିବି। ତୁମ ମୁହଁରେ ହସ ଦେଖିବାକୁ ଖୁବ୍‌ ପଇସା କମାଇବି। ତୁମେ ମୋର, କେବଳ ମୋର। ମତେ ବିବାହ କରିନିଅ..plz…’’।

ଏମିତି କିଛି ରୋମାଣ୍ଟିକ୍‌ ଶବ୍ଦକୁ ପ୍ରତିଶ୍ରୁତି ମାଳରେ ଗୁନ୍ଥି ଦେଇଥିଲେ ସାହିର । ପ୍ରପୋଜ ଡେ’ରେ ବିମାଳ ଚାଳିକା ସୁନ୍ଦରୀ ପ୍ରେମିକାଙ୍କୁ ପଠାଇଥିଲେ ମେସେଜ୍‌। ହେଲେ କଥା ଓଲଟି ଗଲା । ଆଉ ଯାହା ଘଟିଲା ଆପଣ ଶୁଣିଲେ ଅକଲ ଗୁଡୁମ୍ ହୋଇଯିବ।

ଇଂଲିଶରେ କୁହାଯାଏ 'love is in the air' । ଯାଣିଛନ୍ତି ସାହିରଙ୍କ ପ୍ରେମ ବି ଆକାଶରୁ ଆରମ୍ଭ ହୋଇଥିଲା। ଆଜ୍ଞା ହଁ, ସାହିରା ଖାନ୍‌ ନାମକ ଏହି ବ୍ୟକ୍ତି ଜଣକ ଡଟ୍‌ ବିମାନଚାଳିକା ଏସର ଆକ୍ସନଙ୍କୁ ପ୍ରଥମ ଦେଖାରେ ପ୍ରେମ କରି ବସିଥିଲେ। ବିମାନ ଯାତ୍ରା ସମୟରେ ସୁନ୍ଦରୀ ଏସରଙ୍କୁ ମନ ଦେଇ ସେ ବିଲକୁଲ୍‌ ଅନ୍ୟମନସ୍କ ହୋଇଯାଇଥିଲେ ସେ। ଅପେକ୍ଷା ଥିଲା ଗୋଟେ ସୁଯୋଗକୁ। ଯେବେ ସେ ଏସରଙ୍କୁ ତାଙ୍କ ମନର କଥା କହିଥାନ୍ତେ। ଭାବିଥିଲେ ଏଥର ପ୍ରପୋଜ ଡେ’ ଅର୍ଥାତ୍‌ ଫେବୃୟାରୀ ୮ ତାରିଖରେ ପ୍ରେମ ନିବେଦନ କରିବେ। ସେଇଆ ହିଁ ହେଲା। ଟ୍ୱିଟରରେ ସେ ଏସରଙ୍କୁ ପ୍ରପୋଜ କଲେ। ଆଉ ତାପରେ ଉତ୍ତର ଶୁଣି ମଉଳିଗଲା ପ୍ରେମ।

ମେସେଜ୍‌କୁ ଏସରଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ପଢିନେଲେ। ଆଉ ଉତ୍ତରରେ ଲେଖିଲେ “ଏହି ପ୍ରପୋଜ ପ୍ରେରଣାଦାୟକ” । ମେସେଜ୍‌ ଦେଖିଲା ପରେ ସାହିରଙ୍କୁ ଜାଣିବାକୁ ବାକି ରହିଲାନି ଯେ, ଏସର ବିବାହିତା। ଏଥର ସେ କଥାକୁ ବୁଲାଇ ଆଉ ଏକ ଟ୍ୱିଟ କଲେ, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ଉପଲକ୍ଷ କରି କହିଲେ “ଆପଣ ବହୁତ ଭାଗ୍ୟବାନ୍‌, ଏସର ତୁମର ଆଉ କେହି ଭଉଣୀ ଆଛନ୍ତି କି?” ଏହି ମେସେଜକୁ ପଢି ଏସର ନିଜ ହସ ରୋକି ପାରିଲେ ନାହିଁ ଆଉ ଲେଖିଲେ “ଏ ସମ୍ପର୍କରେ ମୋ ସ୍ୱାମୀ ତୁମକୁ ଅଧିକ ସହାଯ୍ୟ କରିପାରିବେ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story