ଦାରିଙ୍ଗବାଡ଼ିରେ ବାଘ ଆତଙ୍କ: ଲୋକେ ଭୟଭୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ ସମନବାଡ଼ି ଅଞ୍ଚଳରେ ବାଘ ଆତଙ୍କ। ଗାଁରେ ବାଘ ବୁଲୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟାରୁ ୬ ଟା ମଧ୍ୟରେ  ବାଘଟି ସିମନବାଡ଼ି  ବଜାର ପାଖ ରାସ୍ତା ଦେଇ ସୁରୁଶାହା ସାହି ଆଡ଼େ ଯିବାର କିଛି ଲୋକ ଦେଖିଥିଲେ। ପରେ ବାଘଟି  ନିକଟସ୍ଥ  ଜଙ୍ଗଲ ଆଡେ ଚାଲି ଯାଇଥିଲା। ତେବେ ଏହାକୁ ନେଇ  ସିମନବାଡ଼ି  ଅଞ୍ଚଳବାସୀ  ଭୟଭୀତ ହୋଇପଡ଼ିଛନ୍ତି।  ବାଘର ପାଦ ଚିହ୍ନରୁ ଏହା […]

tiger

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 12:19 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ ସମନବାଡ଼ି ଅଞ୍ଚଳରେ ବାଘ ଆତଙ୍କ। ଗାଁରେ ବାଘ ବୁଲୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟାରୁ ୬ ଟା ମଧ୍ୟରେ  ବାଘଟି ସିମନବାଡ଼ି  ବଜାର ପାଖ ରାସ୍ତା ଦେଇ ସୁରୁଶାହା ସାହି ଆଡ଼େ ଯିବାର କିଛି ଲୋକ ଦେଖିଥିଲେ। ପରେ ବାଘଟି  ନିକଟସ୍ଥ  ଜଙ୍ଗଲ ଆଡେ ଚାଲି ଯାଇଥିଲା।

ତେବେ ଏହାକୁ ନେଇ  ସିମନବାଡ଼ି  ଅଞ୍ଚଳବାସୀ  ଭୟଭୀତ ହୋଇପଡ଼ିଛନ୍ତି।  ବାଘର ପାଦ ଚିହ୍ନରୁ ଏହା ଏକ ମହାବଳ ବାଘ ହୋଇଥିବା ସନ୍ଦେହ କରାଯାଉଛି।

Related story