ପୁରୀ: କାର ଓଲଟି ୫ ମୃତ

ପୁରୀ: ପୁରୀ ଜିଲ୍ଲା ମାଳତୀପାଟପୁର ଅନ୍ତର୍ଗତ ପୁରୁଷୋତ୍ତମବଲ୍ଲଭ ଗାଁ ନିକଟ ଡିଫେନ୍ସ ବ୍ରିଜ ପାଖରେ କାର ଓଲଟି ୫ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କଟକର ଶିବୁ ପୋଦାର,ବାଲିଅନ୍ତାର ଆତିସ ସାହୁ, ଭୁବନେଶ୍ୱରର ଅଶୋକ ସାହୁ, କଳାହାଣ୍ଡି କେସିଙ୍ଗାର ଦେବ ନାରାୟଣ ଦାସ। ମୃତ ଅଶୋକ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟର ମାଲିକ ଜଣାପଡିଛି। ଏମାନେ ସମସ୍ତେ ହୋଟେଲ ଲୋଟସ ରିସର୍ଟରୁ ଭୋଜି ଖାଇ ଫେରୁଥିଲେ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରୁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ଗାଡିଟି […]

puri accident

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 08:45 AM IST

ପୁରୀ: ପୁରୀ ଜିଲ୍ଲା ମାଳତୀପାଟପୁର ଅନ୍ତର୍ଗତ ପୁରୁଷୋତ୍ତମବଲ୍ଲଭ ଗାଁ ନିକଟ ଡିଫେନ୍ସ ବ୍ରିଜ ପାଖରେ କାର ଓଲଟି ୫ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କଟକର ଶିବୁ ପୋଦାର,ବାଲିଅନ୍ତାର ଆତିସ ସାହୁ, ଭୁବନେଶ୍ୱରର ଅଶୋକ ସାହୁ, କଳାହାଣ୍ଡି କେସିଙ୍ଗାର ଦେବ ନାରାୟଣ ଦାସ। ମୃତ ଅଶୋକ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟର ମାଲିକ ଜଣାପଡିଛି। ଏମାନେ ସମସ୍ତେ ହୋଟେଲ ଲୋଟସ ରିସର୍ଟରୁ ଭୋଜି ଖାଇ ଫେରୁଥିଲେ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରୁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ଗାଡିଟି ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା।

 

 

Related story