ପୁରୀ ଓ ବାଲେଶ୍ୱର ଜିଲ୍ଲାର ୩ ଡେଙ୍ଗୁ ରୋଗୀ ଚିକିତ୍ସାଳୟରେ ଭର୍ତ୍ତି

ପୁରୀ/ବାଲେଶ୍ୱର: ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ୩ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ପୁରୀର ଦୁଇଜଣ ଓ ବାଲେଶ୍ୱରର ଜଣେ ଅଛନ୍ତି । ପୁରୀରେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରୀକ୍ଷା ପରେ ଏମାନଙ୍କଠାରେ ଡେଙ୍ଗୁ ପଜିଟିଭ୍ ଭୁତାଣୁ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଡେଙ୍ଗୁ ଆକ୍ରାନ୍ତ ହେଲେ ଚନ୍ଦନପୁର ନୂଆପାଟଣାର ବିମ୍ୱାଧର ପରିଡ଼ା ଏବଂ କୋଣାର୍କ ଜୁଣେଁଇର ଅଚ୍ୟୁତାନନ୍ଦ ଭୋଳ। ଉଭୟଙ୍କୁ ଡେଙ୍ଗୁ […]

puri medical

puri medical

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 01:29 PM IST

Sports

Latest News

puri medicalପୁରୀ/ବାଲେଶ୍ୱର: ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ୩ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ପୁରୀର ଦୁଇଜଣ ଓ ବାଲେଶ୍ୱରର ଜଣେ ଅଛନ୍ତି । ପୁରୀରେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରୀକ୍ଷା ପରେ ଏମାନଙ୍କଠାରେ ଡେଙ୍ଗୁ ପଜିଟିଭ୍ ଭୁତାଣୁ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଡେଙ୍ଗୁ ଆକ୍ରାନ୍ତ ହେଲେ ଚନ୍ଦନପୁର ନୂଆପାଟଣାର ବିମ୍ୱାଧର ପରିଡ଼ା ଏବଂ କୋଣାର୍କ ଜୁଣେଁଇର ଅଚ୍ୟୁତାନନ୍ଦ ଭୋଳ। ଉଭୟଙ୍କୁ ଡେଙ୍ଗୁ ଆଇସୋଲେସନ ୱାର୍ଡରେ ଚିକିତ୍ସା କରାଯାଉଛି। ଅଚ୍ୟୁତାନନ୍ଦଙ୍କୁ ପ୍ରଥମେ ଟାଇଫଏଡ ପାଇଁ ଚିକିତ୍ସା କରାଯାଉଥିଲା । ହେଲେ ତାଙ୍କ ଜ୍ୱର ଭଲ ନ ହେବାରୁ ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରେ ତାଙ୍କର ଡେଙ୍ଗୁ ଚିହ୍ନଟ ହୋଇଥିଲା ବୋଲି ତାଙ୍କ ସମ୍ପକୀୟ କହିଛନ୍ତି। ସେପଟେ ଚନ୍ଦନପୁରର ବିମ୍ୱାଧର କାମ କରିବାକୁ ଦିଲ୍ଲୀ ଯାଇଥିବା ବେଳେ ସେଠାରେ ତାଙ୍କୁ ଜ୍ୱର ହୋଇଥିଲା। ଏବେ ସେ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡିଛି । କିଛିଦିନ ଧରି ଜ୍ୱରରେ ପୀଡ଼ିତ ଥିବା ରୋଗୀଙ୍କ ରକ୍ତ ନମୂନା ପରାକ୍ଷା ପାଇଁ ପଠାଯାଉଛି ବୋଲି ହସପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ରୋଗୀ ଜଣଙ୍କ ନୀଳଗିରି ଦ୍ୱାରିକା ଞ୍ଚଳର ବୋଲି ଜଣାପଡିଛି । ଗୁଜରାଟରେ ଡେଙ୍ଗୁ ଆକ୍ରାନ୍ତ ହୋଇ ସେ ଘରକୁ ଫେରିଥିଲେ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story