ରାଜ୍ୟରେ ଉତ୍କଟ ହେଉଛି ମରୁଡି ପରିସ୍ଥିତି,  ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର:  ରାଜ୍ୟରେ ମରୁଡି ପରିସ୍ଥିତିକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପିର ଏକ ପ୍ରତିନିଧି ଦଳ । ମରୁଡି ପ୍ରଭାବିତ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଜେପି ଅନୁଧ୍ୟାନକାରୀ ଟିମ୍ ପ୍ରସ୍ତୁତ କରିଥିବା ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଦଳର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି । ରବିବାର ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ ରାଜ୍ୟର ୯ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉତ୍କଟ। ସ୍ୱଳ୍ପବୃଷ୍ଟି ଯୋଗୁଁ ଖରିଫ ଫସଲ ସଂପୂର୍ଣ୍ଣ […]

kv_singh_deo

kv_singh_deo

Rakesh Mallick
  • Published: Monday, 14 September 2015
  • Updated: 14 September 2015, 02:51 AM IST

Sports

Latest News

ଭୁବନେଶ୍ୱର:  ରାଜ୍ୟରେ ମରୁଡି ପରିସ୍ଥିତିକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପିର ଏକ ପ୍ରତିନିଧି ଦଳ । ମରୁଡି ପ୍ରଭାବିତ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଜେପି ଅନୁଧ୍ୟାନକାରୀ ଟିମ୍ ପ୍ରସ୍ତୁତ କରିଥିବା ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଦଳର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି । ରବିବାର ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ ରାଜ୍ୟର ୯ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉତ୍କଟ। ସ୍ୱଳ୍ପବୃଷ୍ଟି ଯୋଗୁଁ ଖରିଫ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ୱେ ରାଜ୍ୟ ସରକାର ନୀରବ ରହିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଅଧିକାରୀମାନେ ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ କନକବର୍ଦ୍ଧନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story