ରାଜ୍ୟ ପର୍ଯ୍ୟଟନସ୍ଥଳୀ ତାଲିକାରୁ ବାଦ୍ ପଡିଲା ତ୍ରାହି ଅଚ୍ୟୁତ ଆଶ୍ରମ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନସ୍ଥଳୀ ତାଲିକାରୁ ବାଦ୍ ପଡିଲା ତ୍ରାହି ଅଚ୍ୟୁତ ଆଶ୍ରମ। ଆଶ୍ରମକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତ୍ୟାହାର ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପର୍ଯ୍ୟଟନ ବିଭାଗର ୱେବସାଇଟ୍ ତାଲିକାରୁ ମଧ୍ୟ ଆଶ୍ରମ ନାଁକୁ ବାଦ୍ ଦିଆଯାଇଛି। ଝିଇଁଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଗିରଫ ହେବା ପରେ ଆଶ୍ରମକୁ କେଉଁ ମାନଦଣ୍ଡରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯାଇଥିଲା ସେନେଇ ତର୍ଜମା ଚାଲିଥିଲା। ଶେଷରେ ଆଜି ଆଶ୍ରମକୁ ପର୍ଯ୍ୟଟନସ୍ଥଳୀ ତାଲିକାରୁ ବାଦ୍ ଦିଆଯାଇଛି।

sura

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 05:58 AM IST

Related story