ହସ୍‌ପିଟାଲ୍‌ ପରେ ବ୍ୟାଙ୍କରେ ପଶିଗଲା ରାନସମ୍ ଭାଇରସ୍‌; ଟିଟିଲାଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ସବୁ କଂପ୍ୟୁଟର ହ୍ୟାକ୍‌

ଟିଟିଲାଗଡ଼: ଗଞ୍ଜାମ ପରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଏବେ ରାନସମ୍ ଭାଇରସ୍ ଆତଙ୍କ। ଟିଟିଲାଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କଂପ୍ୟୁଟର ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର ସବୁ କଂପ୍ୟୁଟର ଅଚଳ ହୋଇଯାଇଥିବା ବେଳେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବ୍ୟାଙ୍କର ସମସ୍ତ ତଥ୍ୟ ଏନ୍‌କ୍ରିପ୍‌ଟ ହୋଇଯିବା ସହ ହ୍ୟାକର ୩୦୦ ଡଲାର ମାଗିଛି। ଏହି ଘଟଣା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ବଲାଙ୍ଗିର ମୁଖ୍ୟାଳୟରେ ଅଭିଯୋଗ କରିଛନ୍ତି।

bank

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 01:02 PM IST

Related story