ନୟାଗଡ଼ର ଫଟୋ ଷ୍ଟୁଡିଓରେ ରାନ୍‌ସମ୍‌ୱେର ଭାଇରସ୍‌ ଆଟାକ୍‌

ନୟାଗଡ଼: ବୁର୍ଲା ମେଡିକାଲ ଓ କେସିଂଗା ସରକାରୀ ଔଷଧ ବିତରଣ କେନ୍ଦ୍ର ସହ ଆଜି ନୟାଗଡ଼ ଶରଣକୂଳରେ ଥିବା ଏକ ଫଟୋ ଷ୍ଟୁଡ଼ିଓରେ ରାନ୍‌ସମ୍‌ୱେର ଭାଇରସ୍‌ ଆଟାକ ହୋଇଛି। ଷ୍ଟୁଡିଓର ପର୍ସନାଲ କମ୍ପ୍ୟୁଟରକୁ ଭାଇରସ ଦ୍ୱାରା ହ୍ୟାକ୍‌ କରାଯାଇଛି। ଏହାପରେ ହ୍ୟାକ୍ କରିଥିବା ସଂସ୍ଥା ପକ୍ଷରୁ ୩୦୦ ଡଲାର ଦାବି କରାଯାଇଛି। ତେବେ ଭାଇରସ୍‌ ଆଟାକ ସମ୍ପର୍କୀତ ଅଭିଯୋଗକୁ ପୋଲିସ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି।

nayagada

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 03:03 PM IST

ନୟାଗଡ଼: ବୁର୍ଲା ମେଡିକାଲ ଓ କେସିଂଗା ସରକାରୀ ଔଷଧ ବିତରଣ କେନ୍ଦ୍ର ସହ ଆଜି ନୟାଗଡ଼ ଶରଣକୂଳରେ ଥିବା ଏକ ଫଟୋ ଷ୍ଟୁଡ଼ିଓରେ ରାନ୍‌ସମ୍‌ୱେର ଭାଇରସ୍‌ ଆଟାକ ହୋଇଛି। ଷ୍ଟୁଡିଓର ପର୍ସନାଲ କମ୍ପ୍ୟୁଟରକୁ ଭାଇରସ ଦ୍ୱାରା ହ୍ୟାକ୍‌ କରାଯାଇଛି। ଏହାପରେ ହ୍ୟାକ୍ କରିଥିବା ସଂସ୍ଥା ପକ୍ଷରୁ ୩୦୦ ଡଲାର ଦାବି କରାଯାଇଛି।
ତେବେ ଭାଇରସ୍‌ ଆଟାକ ସମ୍ପର୍କୀତ ଅଭିଯୋଗକୁ ପୋଲିସ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି।

Related story