୨୦ ଡିସେମ୍ବର, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କ ଲାଗି ରହିଛି ଧନପ୍ରାପ୍ତିର ଯୋଗ

ମେଷ: ଥଣ୍ଡା, ସର୍ଦ୍ଦିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ସୁଖପ୍ରାପ୍ତିର ଯୋଗ ରହିଛି। ଅଟକି ଥିବା କାମ ସମ୍ପୁର୍ଣ୍ଣ ହେବ। ବୃଷ: ଶାରୀରର ଯତ୍ନ ନିଅନ୍ତୁ। ଧନ ହାନୀର ଯୋଗ ରହିଛି। ଗୁଡ ଖାଇ ଘରୁ ବାହାରନ୍ତୁ, କାର୍ଯ୍ୟ ସିଦ୍ଧି ହେବ। ମିଥୁନ: ପ୍ରିୟ ବ୍ୟକ୍ତିଙ୍କୁ ଭେଟି ପାରନ୍ତି। ଆର୍ଥିକ ଦିଗରୁ ଲାଭ ହୋଇପାରେ। ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖନ୍ତୁ ଲାଭ ହେବ। କର୍କଟ: କ୍ୟାରିୟରରେ ସଫଳତା ପାଇବେ। ଧନ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସିଂହ: […]

zodaic-1-3-768x401-1-1-1-1-1-2-1-1-1-1-2-1-1-1-2-840x440-1

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 07:02 AM IST

ମେଷ: ଥଣ୍ଡା, ସର୍ଦ୍ଦିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ସୁଖପ୍ରାପ୍ତିର ଯୋଗ ରହିଛି। ଅଟକି ଥିବା କାମ ସମ୍ପୁର୍ଣ୍ଣ ହେବ।

ବୃଷ: ଶାରୀରର ଯତ୍ନ ନିଅନ୍ତୁ। ଧନ ହାନୀର ଯୋଗ ରହିଛି। ଗୁଡ ଖାଇ ଘରୁ ବାହାରନ୍ତୁ, କାର୍ଯ୍ୟ ସିଦ୍ଧି ହେବ।

ମିଥୁନ: ପ୍ରିୟ ବ୍ୟକ୍ତିଙ୍କୁ ଭେଟି ପାରନ୍ତି। ଆର୍ଥିକ ଦିଗରୁ ଲାଭ ହୋଇପାରେ। ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖନ୍ତୁ ଲାଭ ହେବ।

କର୍କଟ: କ୍ୟାରିୟରରେ ସଫଳତା ପାଇବେ। ଧନ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ଚାକିରି ପରିବର୍ତ୍ତନ ହୋଇପାରେ। ଧାଁ ଧପଡରେ ଦିନଟି କଟିବ। ଧନ ହାନିର ଯୋଗ ରହିଛି।

କନ୍ୟା: ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଅଯଥା ଚିନ୍ତାରେ ମନ ଦିଅନ୍ତୁନି। ହନୁମାନ ଚାଲିସା ପାଠ କରନ୍ତୁ, ଶୁଭ ଫଳ ପାଇବେ।

ତୁଳା: ଯାତ୍ରାର ଯୋଗ ରହିଛି। ଥଣ୍ଡା ଜନିତ ରୋଗରେ ପଡିପାରନ୍ତି, ସତର୍କ ରୁହନ୍ତୁ।

ବିଛା: ବିଗତ ଦିନର ଇଚ୍ଛା ପୂରଣ ହେବ। ଅଟକି ଥିବା ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ରୁହନ୍ତୁ।

ଧନୁ:  ମହତ୍ୱପୂର୍ଣ୍ଣ କାମ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ମକର: ନୂଆ କାମ ଆରମ୍ଭ କରନ୍ତୁନି। ଗୁଡ ଦାନ କରନ୍ତୁ, ଶୁଭଫଳ ପାଇବେ।

କୁମ୍ଭ: ଅଚାନକ୍‌ ଧନ ଲାଭ ହେବ। କରଜ ସୁଝିବାକୁ ଦିନଟି ଭଲ। ମାନ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।

ମୀନ: କ୍ୟରିୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯାତ୍ରା ଯୋଗ ରହିଛି।

Related story