୨୮ ମେ’ ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଉପହାର ମିଳିବ

ମେଷ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପିଲାମାନେ ପାଠପଢ଼ାରେ ଉନ୍ନତି କରିବେ। ଚିନ୍ତାରୁ ମୁକ୍ତି ପାଇବେ। ବୃଷ: ଅସୁସ୍ଥ ଅନୁଭବ କରିବେ। ଅଯଥା କାମ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ। ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଚାକିରି କ୍ଷେତ୍ରରେ ସମସ୍ୟା ଅସିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସୁସ୍ଥ ରହିବେ। ସିଂହ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ଶୁଣି ପାରନ୍ତି।  […]

Rasiphala-image-840x440-1-2-2-1-840x440

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 07:05 AM IST

ମେଷ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପିଲାମାନେ ପାଠପଢ଼ାରେ ଉନ୍ନତି କରିବେ। ଚିନ୍ତାରୁ ମୁକ୍ତି ପାଇବେ।

ବୃଷ: ଅସୁସ୍ଥ ଅନୁଭବ କରିବେ। ଅଯଥା କାମ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଚାକିରି କ୍ଷେତ୍ରରେ ସମସ୍ୟା ଅସିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସୁସ୍ଥ ରହିବେ।

ସିଂହ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ଶୁଣି ପାରନ୍ତି।  ଧନପ୍ରାପ୍ତିର ଯୋଗ ରହିଛି।

କନ୍ୟା: ଚାକିରିରେ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା: ସୁସ୍ଥ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପରିବାରରେ ବାଦ-ବିବାଦ ଦେଖାଦେଇପାରେ।

ବିଚ୍ଛା: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ଧନୁ: ଅସୁସ୍ଥ ଅନୁଭବ କରିବେ। କାମର ଚାପ ବଢ଼ିପାରେ। ମହିଳାଙ୍କଠାରୁ ସହଯୋଗ ପାଇବେ।

ମକର: ଘର ପାଇଁ ନୂତନ ଜିନିଷ କିଣି ପାରନ୍ତି। ପିଲାଙ୍କଠାରୁ  ଶୁଭ ଖବର ଶୁଣି ପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ।

କୁମ୍ଭ: ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ଚାକିରି କିମ୍ୱା ଘର ପରିବର୍ତ୍ତନ କରିପାରନ୍ତି। ଉପହାର ମିଳିବ।

ମୀନ: ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ବଡ଼ ଲୋକଙ୍କ ଠାରୁ ଆର୍ଶୀବାଦ ନିଅନ୍ତୁ।

 

Related story