ଇସ୍ରୋରେ ୧୭୧ ପଦବି ପାଇଁ ବାହାରିଲା ବିଜ୍ଞପ୍ତି: ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍‌ 

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ତରଫରୁ ଜୁନିଅର ପର୍ସନାଲ୍‌ ଆସିଷ୍ଟାଣ୍ଡ ଏବଂ ସ୍ଟେନୋଗ୍ରାଫର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପାର୍ଥୀ ୩୦ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ପଦବୀ ସଂଖ୍ୟା- ଜୁନିଅର ପର୍ସନାଲ୍‌ ଆସିଷ୍ଟାଣ୍ଡ-୧୬୬ ପଦ ସ୍ଟେନୋଗ୍ରାଫର-୫ ପଦ ଚାକିରୀ ସ୍ଥାନ- ଅଦମ୍ମଦାବାଦ, ବେଙ୍ଗାଲୋର, ନୂଆ ଦିଲ୍ଲୀ, ହାଇଦ୍ରାବାଦ ସିକନ୍ଦରାବାଦ, ନେଲ୍ଲୋର ଏବଂ ଥିରୁଅନନ୍ତପୁରମ। ଯୋଗ୍ୟତା- ପ୍ରୀର୍ଥୀ ଗ୍ରାଜୁଏସନ୍‌ ଏବଂ ଡିପ୍ଳୋମାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବେ। ସ୍ଟେନୋଗ୍ରାଫି କରିଥିବେ। […]

ISRO-NEW

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 04:30 PM IST

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ତରଫରୁ ଜୁନିଅର ପର୍ସନାଲ୍‌ ଆସିଷ୍ଟାଣ୍ଡ ଏବଂ ସ୍ଟେନୋଗ୍ରାଫର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପାର୍ଥୀ ୩୦ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା-

ଜୁନିଅର ପର୍ସନାଲ୍‌ ଆସିଷ୍ଟାଣ୍ଡ-୧୬୬ ପଦ

ସ୍ଟେନୋଗ୍ରାଫର-୫ ପଦ

ଚାକିରୀ ସ୍ଥାନ- ଅଦମ୍ମଦାବାଦ, ବେଙ୍ଗାଲୋର, ନୂଆ ଦିଲ୍ଲୀ, ହାଇଦ୍ରାବାଦ ସିକନ୍ଦରାବାଦ, ନେଲ୍ଲୋର ଏବଂ ଥିରୁଅନନ୍ତପୁରମ।

ଯୋଗ୍ୟତା- ପ୍ରୀର୍ଥୀ ଗ୍ରାଜୁଏସନ୍‌ ଏବଂ ଡିପ୍ଳୋମାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବେ। ସ୍ଟେନୋଗ୍ରାଫି କରିଥିବେ। ଟାଇପିଂ ସ୍ପିଡ୍‌ ୮୦w.p ଥିବ।

ବୟସ ସୀମା- ୧୮ରୁ୨୪ ବର୍ଷ

ଆବେଦନ କରିବା ପାଇଁ ଆପଣ ଏହାର ଅଫିସିଆଲ୍‌ ୱେବସାଇଟ୍‌ www.isro.gov.in କୁ ଯାଇ ଲଗ୍‌ଇନ୍‌ କରିପାରିବେ।

Related story