ଆଜି ରୋଜ୍‌ ଡେ: ଜାଣନ୍ତୁ କେଉଁ ସଂପର୍କ ବିଷୟରେ କହେ କେଉଁ ରଙ୍ଗର ଗୋଲାପ ?

ଫୁଲଟିଏ ଯେ କୌଣସି ସଂପର୍କକୁ ଦୃଢ଼ କରିଦେଇ ପାରେ। ଦୁଇଟି ମଣିଷଙ୍କ ଭିତରେ ଦୂରତା କମେଇ ଦେଇପାରେ। ଆଜିଠାରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ସପ୍ତାହ ବା ପ୍ରେମ ସପ୍ତାହରେ ଫୁଲର ମହତ୍ୱ ଅଧିକ। ସେଥିପାଇଁ ଏହା ପ୍ରଥମ ଦିନ, ବା ଆଜି ଦିନଟିକୁ ରୋଜ୍ ଡେ’ ଭାବେ ପାଳନ କରାଯାଇଥାଏ। ଅବଶ୍ୟ ଏହା ଭାରତୀୟ ସଂସ୍କୃତି ନୁହେଁ, ପାଶ୍ଚାତ୍ୟରୁ ଆମଦାନି ହୋଇଥିବା ଏହି ସଂସ୍କୃତି ଏବେ ଭାରତୀୟ ଯୁବପୀଢ଼ି ଭିତରେ ବେଶୀ ଦେଖିବାକୁ ମିଳୁଛି। ପ୍ରେମ ଯେ […]

rose

rose

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 02:45 PM IST

Sports

Latest News

ଫୁଲଟିଏ ଯେ କୌଣସି ସଂପର୍କକୁ ଦୃଢ଼ କରିଦେଇ ପାରେ। ଦୁଇଟି ମଣିଷଙ୍କ ଭିତରେ ଦୂରତା କମେଇ ଦେଇପାରେ। ଆଜିଠାରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ସପ୍ତାହ ବା ପ୍ରେମ ସପ୍ତାହରେ ଫୁଲର ମହତ୍ୱ ଅଧିକ। ସେଥିପାଇଁ ଏହା ପ୍ରଥମ ଦିନ, ବା ଆଜି ଦିନଟିକୁ ରୋଜ୍ ଡେ’ ଭାବେ ପାଳନ କରାଯାଇଥାଏ। ଅବଶ୍ୟ ଏହା ଭାରତୀୟ ସଂସ୍କୃତି ନୁହେଁ, ପାଶ୍ଚାତ୍ୟରୁ ଆମଦାନି ହୋଇଥିବା ଏହି ସଂସ୍କୃତି ଏବେ ଭାରତୀୟ ଯୁବପୀଢ଼ି ଭିତରେ ବେଶୀ ଦେଖିବାକୁ ମିଳୁଛି। ପ୍ରେମ ଯେ କେବଳ ପ୍ରେମିକ ପ୍ରେମିକାଙ୍କ ଭିତରେ ସୀମୀତ ତାହା ନୁହେଁ, ବନ୍ଧୁ, ପରିବାର ଓ ସଂପର୍କୀୟଙ୍କ ଭିତରେ ପ୍ରେମ ଆଦାନପ୍ରଦାନର ପରମ୍ପରା ଭାରତରେ କେବେଠୁ ରହିଛି। ଭାଲେଣ୍ଟାଇନ୍ସ ସପ୍ତାହ ଅବସରରେ ଆଜିର ଦିନଟିକୁ ଗୋଲାପ ଦିବସ ବା ରୋଜ୍‌ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନରେ ନିଜର ପୁରୁଣା ସଂପର୍କକୁ ଅଧିକ ସୁଦୃଢ଼ କରିବାକୁ ପରସ୍ପର ପରସ୍ପରକୁ ଗୋଲାପ ଫୁଲଟିଏ ଦେଇଥାନ୍ତି। ତେବେ ଭାରତୀୟ ପ୍ରେମ ପରମ୍ପରାରେ ଖୁବ୍ ମହତ୍ୱ ରଖୁଥିବା ଗୋଲାପ ଫୁଲର ରଙ୍ଗକୁ ନେଇ ରହିଛି ଅନେକ ଭାବଧାରା। ବିଭିନ୍ନ ରଙ୍ଗର ଗୋଲାପ, ଅଲଗା ଅଲଗା ସଂପର୍କର କଥା କହିଥାଏ। ଆସନ୍ତୁ ଜାଣିବା ଭିନ୍ନ ଭିନ୍ନ ରଙ୍ଗର ଗୋଲାପ ଫୁଲର କ’ଣ ମହତ୍ୱ ରହିଛି।

ଲାଲ ଗୋଲାପ: ଲାଲ୍ ଗୋଲାପ ଚିରନ୍ତନ ପ୍ରେମର ପ୍ରତୀକ ବୋଲି କୁହାଯାଏ। କେହି କାହାକୁ ଭଲ ପାଉଥିଲେ, ଲାଲ ଗୋଲାପ ଦେଇ ମନର ଅକୁହା କଥା କହିପାରିବେ। ବିଶେଷକରି ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମିକ ପ୍ରେମିକାଙ୍କ ଭିତରେ ଲାଲ୍ ଗୋଲାପ ଆଦାନପ୍ରଦାନର ପରମ୍ପରା ରହିଛି।

ଧଳା ଗୋଲାପ: ଧଳା ଗୋଲାପର ଅର୍ଥ ହେଲା- ନୂଆ ସଂପର୍କର ଆରମ୍ଭ। ଧଳା ଗୋଲାପ ଶୁଦ୍ଧତା, ସରଳ ପଣିଆ ଓ ବିନମ୍ରତା ପ୍ରତୀକ। ସଂପର୍କଟିଏ ଆରମ୍ଭ କରିବାକୁ, କୌଣସି ବ୍ୟକ୍ତି ସହ ଶତ୍ରୁତା ସମାପ୍ତ କରି ବନ୍ଧୁତା ଆରମ୍ଭ କରିବାକୁ ଧଳା ଗୋଲାପ ଫୁଲର ବ୍ୟବହାର କରାଯାଇଥାଏ।

ହଳଦିଆ ଗୋଲାପ: ହଳଦିଆ ଗୋଲାପ ବନ୍ଧୁତ୍ୱର ପ୍ରତୀକ ଭାବେ ବ୍ୟବହାର କରାଯାଏ। ବନ୍ଧୁଙ୍କୁ ହଳଦିଆ ଗୋଲାପ ଦେଇ ବନ୍ଧୁତା ଆରମ୍ଭ କରାଯାଇଥାଏ। ଖୁସି, ଆନନ୍ଦ ଓ ସକରାତ୍ମକ ଚିନ୍ତାଧାରାର ପ୍ରତୀକ ହେଲା ହଳଦିଆ ରଙ୍ଗର ଗୋଲାପ। ଏହି ରଙ୍ଗର ଏକ ଫୁଲଗୁଚ୍ଛ ଦେଇ ଗେଟ୍ ୱେଲ୍‌ ସୁନ୍‌ ବା ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ପରି ବାର୍ତ୍ତା ପଠାଇପାରିବେ।

ଗୋଲାପୀ ରଙ୍ଗର ଗୋଲାପ: କାହାକୁ ପ୍ରଶଂସା ବା କୃତଜ୍ଞତା ଜଣାଇବାକୁ ପିଙ୍କ୍‌ ଗୋଲାପ ଦିଆଯାଏ। ବେଷ୍ଟ ଫ୍ରେଣ୍ଡ, ଭାବିପତ୍ନୀ ବା ଭାବି ସ୍ୱାମୀ, ପରିବାର ସଦସ୍ୟ, କାହାକୁ ମଧ୍ୟ ଏହି ଗୋଲାପ ଆପଣ ଦେଇପାରିବେ।

କମଳା ରଙ୍ଗର ଗୋଲାପ: ଅରେଞ୍ଜ ଗୋଲାପ ବା କମଳା ରଙ୍ଗର ଗୋଲାପ ଉତ୍ସାହର ପ୍ରତୀକ ବୋଲି ବିବେଚନା କରାଯାଏ। ଆପଣ କାହାର କାମକୁ ନେଇ ଗର୍ବିତ ଥିଲେ ତାଙ୍କୁ ଅରେଞ୍ଜ କଲର୍ ଗୋଲାପ ଦିଅନ୍ତୁ। ଦୁହଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାୟୀ କରିବା ଲାଗି ପ୍ରତୀକ ରୂପେ ଏହାକୁ ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story