୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ: ବନ୍ଧୁକ ଓ ଗୁଳି ଜବତ

ରାଉରକେଲା:  ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ପୋଲିସ୍‌ ଆଜି ୩ ଜଣ ପ୍ୟୁପଲ୍ସ ଲିବରେଶନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ସଦସ୍ୟଙ୍କୁ ଗିରଫ କରିବା ସହିତ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି। ଗିରଫ ସଦସ୍ୟମାନେ ହେଲେ ରାଧେଶ୍ୟାମ ନାଏକ, ରମେଶ ସିଂ ଓ ସୁଜିତ ରାମ। ସେମାନଙ୍କଠାରୁ ପୋଲିସ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି। ଝାଡ଼ଖଣ୍ଡରୁ ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଫେବୃଆରୀ […]

rourkela bisra police

Rakesh Mallick
  • Published: Wednesday, 22 March 2017
  • , Updated: 22 March 2017, 10:04 AM IST

ରାଉରକେଲା:  ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ପୋଲିସ୍‌ ଆଜି ୩ ଜଣ ପ୍ୟୁପଲ୍ସ ଲିବରେଶନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ସଦସ୍ୟଙ୍କୁ ଗିରଫ କରିବା ସହିତ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି। ଗିରଫ ସଦସ୍ୟମାନେ ହେଲେ ରାଧେଶ୍ୟାମ ନାଏକ, ରମେଶ ସିଂ ଓ ସୁଜିତ ରାମ। ସେମାନଙ୍କଠାରୁ ପୋଲିସ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି। ଝାଡ଼ଖଣ୍ଡରୁ ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା।

ଫେବୃଆରୀ ୯ ତାରିଖରେ ସରଣ୍ଡା ଜଙ୍ଗଲରେ ପୋଲିସ ଓ ପିଏଲ୍‌ଏଫଆଇ ସଦସ୍ୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ପିଏଲ୍‌ଏଫଆଇ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

Related story