ଅଶୁଭ ସ୍ୱପ୍ନରୁ ମୁକ୍ତି ଚାହୁଁଛନ୍ତି, ଆପଣାନ୍ତୁ ଉପାୟ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବେଳେବେଳେ କିଛି ଅଶୁଭ ଘଟଣା ଘଟିବା ପୂର୍ବରୁ ଆମକୁ ସଂକେତ ମିଳେ। କିଛି ଖରାପ ସ୍ୱପ୍ନ ସତ ହୋଇଯାଏ। ଏମିତି କିଛି ଖରାପ ସ୍ୱପ୍ନ ଆସିଥାଏ ଯାହା ଆଗକୁ ବିପତ୍ତିର ଆଭାସ ଦିଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମିଳୁଥିବା ଆଶୁଭ ସଂକେତରୁ ମୁକ୍ତି ପାଇବା ପାଇଁ ଏକ ଉପାୟ ରହିଛି। ଯେତେବେଳେ କିଛି ଅଶୁଭ ସଂକେତ ମିଳୁଛି କିମ୍ବା ଆପଣ ଅନୁଭବ କରୁଛନ୍ତି, ସେ ସମୟର ଘରେ ଲୁଣ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ଗୋଟେ ପେପର ନିଅନ୍ତୁ ତା&#039;ଉପରେ କିଛି ଲୁଣ ରଖନ୍ତୁ। ଏବେ ଏହି ପେପରକୁ ଗୁଡାଇ ଘରର ଏକ କୋଣରେ ରଖିଦିଅନ୍ତୁ। ସକାଳୁ ଉଠିବା ପରେ ଅଧୁଆ ମୁହଁରେ କାହା ସହ କଥା ନହୋଇ ଲୁଣ ଥିବା ପେପରକୁ ଉଠାଇ ବହି ଯାଉଥିବା ପାଣି କିମ୍ବା ନାଳରେ ଫିଙ୍ଗି ଦିଅନ୍ତୁ। ଦେଖିବେ ଅଶୁଭ ସ୍ୱପ୍ନ ଦେଖିବା ଓ ଅଶୁଭ ଘଟଣା ଘଟିବା କମିଯିବ।</p>

Ordigital Desk
  • Published: Friday, 26 January 2018
  • Updated: 26 January 2018, 01:23 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବେଳେବେଳେ କିଛି ଅଶୁଭ ଘଟଣା ଘଟିବା ପୂର୍ବରୁ ଆମକୁ ସଂକେତ ମିଳେ। କିଛି ଖରାପ ସ୍ୱପ୍ନ ସତ ହୋଇଯାଏ। ଏମିତି କିଛି ଖରାପ ସ୍ୱପ୍ନ ଆସିଥାଏ ଯାହା ଆଗକୁ ବିପତ୍ତିର ଆଭାସ ଦିଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମିଳୁଥିବା ଆଶୁଭ ସଂକେତରୁ ମୁକ୍ତି ପାଇବା ପାଇଁ ଏକ ଉପାୟ ରହିଛି। ଯେତେବେଳେ କିଛି ଅଶୁଭ ସଂକେତ ମିଳୁଛି କିମ୍ବା ଆପଣ ଅନୁଭବ କରୁଛନ୍ତି, ସେ ସମୟର ଘରେ ଲୁଣ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ଗୋଟେ ପେପର ନିଅନ୍ତୁ ତା&#039;ଉପରେ କିଛି ଲୁଣ ରଖନ୍ତୁ। ଏବେ ଏହି ପେପରକୁ ଗୁଡାଇ ଘରର ଏକ କୋଣରେ ରଖିଦିଅନ୍ତୁ। ସକାଳୁ ଉଠିବା ପରେ ଅଧୁଆ ମୁହଁରେ କାହା ସହ କଥା ନହୋଇ ଲୁଣ ଥିବା ପେପରକୁ ଉଠାଇ ବହି ଯାଉଥିବା ପାଣି କିମ୍ବା ନାଳରେ ଫିଙ୍ଗି ଦିଅନ୍ତୁ। ଦେଖିବେ ଅଶୁଭ ସ୍ୱପ୍ନ ଦେଖିବା ଓ ଅଶୁଭ ଘଟଣା ଘଟିବା କମିଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos