ରାଜ୍ୟ ସରକାରଙ୍କ ଆଇଟି ପରାମର୍ଶଦାତା ଭାବେ ନିଯୁକ୍ତି ପାଇଲେ ସାମ୍ ପିଟ୍ରୋଡା

ଭୁବନେଶ୍ୱର: ଓଡ଼ିଶାର ଆଇଟି ପରାମର୍ଶଦାତା ହେଲେ ଟେଲିକମ୍ ବିଷାରଦ ସାମ୍ ପିଟ୍ରୋଡା। ‘ଓଡ଼ିଶା ଭିଜନ ୨୦୩୬’ର ମାର୍ଗ ଦର୍ଶକ ଭାବେ ସେ କାମ କରିବେ। ତାଙ୍କୁ କ୍ୟାବିନେଟ୍ ପାହ୍ୟା ମାନ୍ୟତା ମିଳିବ। ତାଙ୍କ ପରାମର୍ଶ ଅନୁସାରେ ଓଡ଼ିଶାରେ ଆଇଟି କ୍ଷେତ୍ରରେ କିଭଳି ଅଧିକ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇପାରିବ ସେ ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।

m

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 01:55 PM IST

ଭୁବନେଶ୍ୱର: ଓଡ଼ିଶାର ଆଇଟି ପରାମର୍ଶଦାତା ହେଲେ ଟେଲିକମ୍ ବିଷାରଦ ସାମ୍ ପିଟ୍ରୋଡା। ‘ଓଡ଼ିଶା ଭିଜନ ୨୦୩୬'ର ମାର୍ଗ ଦର୍ଶକ ଭାବେ ସେ କାମ କରିବେ। ତାଙ୍କୁ କ୍ୟାବିନେଟ୍ ପାହ୍ୟା ମାନ୍ୟତା ମିଳିବ। ତାଙ୍କ ପରାମର୍ଶ ଅନୁସାରେ ଓଡ଼ିଶାରେ ଆଇଟି କ୍ଷେତ୍ରରେ କିଭଳି ଅଧିକ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇପାରିବ ସେ ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।

Related story