ପୁଣି ଜୀବନ ନେଲା ହୀରାକୁଦ ଡ୍ୟାମ୍‌: ବାପା ଆଗରେ ବୁଡ଼ିଗଲେ ଦୁଇ ପୁଅ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଡ୍ୟାମ୍‌ର ତଳମୁଣ୍ଡ ଝାଙ୍କଆଣୀ ମନ୍ଦିର ନିକଟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଲରମ୍ଭା କଲେଜର ଦୁଇ ଅଧ୍ୟାପକ ସୁଶାନ୍ତ ମିଶ୍ର ଓ କିଶୋର ହୋତା ଗାଧୋଇବାକୁ ଯାଇଥିଲେ।  ତାଙ୍କ ସହିତ କିଶୋର ହୋତାଙ୍କ  ଦୁଇ ପୁଅ ମଧ୍ୟ ଡ୍ୟାମକୁ ଯାଇଥିଲେ। ତେବେ କିଶୋରଙ୍କ ଦୁଇ ପୁଅ ହୀତେଶ ଓ ଅସିତ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅଧ୍ୟାପକ ସୁଶାନ୍ତ […]

hirakud-dam

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 03:44 PM IST

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଡ୍ୟାମ୍‌ର ତଳମୁଣ୍ଡ ଝାଙ୍କଆଣୀ ମନ୍ଦିର ନିକଟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଲରମ୍ଭା କଲେଜର ଦୁଇ ଅଧ୍ୟାପକ ସୁଶାନ୍ତ ମିଶ୍ର ଓ କିଶୋର ହୋତା ଗାଧୋଇବାକୁ ଯାଇଥିଲେ।  ତାଙ୍କ ସହିତ କିଶୋର ହୋତାଙ୍କ  ଦୁଇ ପୁଅ ମଧ୍ୟ ଡ୍ୟାମକୁ ଯାଇଥିଲେ। ତେବେ କିଶୋରଙ୍କ ଦୁଇ ପୁଅ ହୀତେଶ ଓ ଅସିତ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅଧ୍ୟାପକ ସୁଶାନ୍ତ ମିଶ୍ର ମଧ୍ୟ ଡ୍ୟାମ୍‌ରେ ବୁଡ଼ି ଯାଇଛନ୍ତି।

Related story