ଫସଲ ନଷ୍ଟ ଯୋଗୁଁ ସମ୍ୱଲପୁରରେ, ଋଣ ଗ୍ରସ୍ତ ଯୋଗୁଁ ପାଟଣାଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ୱଲପୁର/ପାଟଣାଗଡ଼: ଦୁଇ ଦିନରେ ପଶ୍ଚିମ ଓଡ଼ିଶାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ବଲପୁରର ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗିର ଜିଲ୍ଲାର। ଜଣେ ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଅନ୍ୟ ଜଣେ ଚାଷ ପାଇଁ ଆଣି ଥିବା ଋଣ ଶୁଝି ନପାରି ପ୍ରାଣହାରି ଥିବା ଅଭିଯୋଗ ହୋଇଛି। ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଲେ ସମ୍ବଲପୁରର ଯୁଜୁମରା ଥାନା ଅନ୍ତର୍ଗତ […]

patanagada

patanagada

Rakesh Mallick
  • Published: Saturday, 10 October 2015
  • Updated: 10 October 2015, 03:31 PM IST

Sports

Latest News

ସମ୍ୱଲପୁର/ପାଟଣାଗଡ଼: ଦୁଇ ଦିନରେ ପଶ୍ଚିମ ଓଡ଼ିଶାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ବଲପୁରର ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗିର ଜିଲ୍ଲାର। ଜଣେ ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଅନ୍ୟ ଜଣେ ଚାଷ ପାଇଁ ଆଣି ଥିବା ଋଣ ଶୁଝି ନପାରି ପ୍ରାଣହାରି ଥିବା ଅଭିଯୋଗ ହୋଇଛି।

ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଲେ ସମ୍ବଲପୁରର ଯୁଜୁମରା ଥାନା ଅନ୍ତର୍ଗତ ଝରଝରି ଗାଁର ସନାତନ ମିର୍ଦ୍ଧା। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଫସଲ ନଷ୍ଟ ହୋଇଯିବା ଯୋଗୁଁ ସେ କିଛି ଦିନ ହେଲା ଚିନ୍ତାରେ ଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ଆତ୍ମହତ୍ୟା କରିଥିବା ଅନ୍ୟ ଚାଷୀ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଘୁଚେପାଲି ଦନ୍ଦ୍ରାବାହାଲ ଗାଁର ଭକ୍ତ ଧରୁଆ। ଭକ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ୨୦୦୦ ମସିହାରେ ତାଙ୍କ ସ୍ୱାମୀ ବ୍ୟାଙ୍କରୁ ୧୧ ପ୍ରତିଶତ ସୁଧ ହାରରେ ୧୭ହଜାର ଟଙ୍କା ଋଣ ଆଣିଥିଲେ। ଏହି ଟଙ୍କାରେ ସେ ଏକ ପାଣି ପମ୍ପ୍ କିଣିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସେ ଋଣ ଶୁଝି ପାରି ନଥିଲେ। ତେଣୁ ବ୍ୟାଙ୍କ ପକ୍ଷରୁ ନୋଟିସ୍ ପଠାଯାଇଥିଲା।  ଏପଟେ ସ୍ୱଳ୍ପ ବର୍ଷା ଯୋଗୁଁ ତାଙ୍କର ଚାରି ଏକର ମଧ୍ୟରୁ ସର୍ବାଧିକ ଭାଗ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ଏସବୁ ଘଟଣାକୁ ନେଇ ଭକ୍ତ ମାନସିକ ଭାରସାମ୍ୟ ହରାଇଥିଲେ। ଆଉ ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।  ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ଭକ୍ତ ଧାରୁଆଙ୍କ ପରିବାରଲୋକଙ୍କୁ ଭେଟିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଗତକାଲି ନିକଟସ୍ଥ ଏକ ପାହାଡରେ ଭକ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।

ଏହି ଦୁଇଟି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି, ସଂପୃକ୍ତ ଜିଲ୍ଲା ପ୍ରଶାସନ ଓ କୃଷି ଅଧିକାରୀଙ୍କୁ  ରିପୋର୍ଟ ମଗାଯାଇଛି। ତଥ୍ୟ ମିଳିବା ପରେ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏହା ସହିତ ସଂପୃକ୍ତ ସ୍ଥାନଗୁଡ଼ିକୁ ସେ ନିଜେ ଗସ୍ତ କରି ପରିସ୍ଥିତିକୁ ନିଜେ ଦେଖିବେ ବୋଲି ମଧ୍ୟ କହିଛନ୍ତି କୃଷି ମନ୍ତ୍ରୀ।

ଅନ୍ୟପକ୍ଷରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ନେଇ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story