ସାରଥି ବିବାଦ: ସତ୍ୟମଙ୍କ ଜାମିନ ଆବେଦନ ଖାରଜ

କଟକ: ସାରଥିଙ୍କ ପାଳିତ ପୁଅ ସତ୍ୟମ ଶେଖର ରାଉଳଙ୍କ ଜାମିନ୍ ଆବେଦନ କଟକ ଏସଡିଜେଏମ୍ କୋର୍ଟରେ ଆଜି ଖାରଜ ହୋଇଯାଇଛି। ସୋମବାର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ସତ୍ୟମଙ୍କୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜିରା ପରେ ପୁଣି ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ସେପ୍ଟେମ୍ୱର ୨ ତାରିଖରେ ତାଙ୍କୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ।

satyam

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 12:31 PM IST

Related story