ସତ୍ୟମଙ୍କୁ କ୍ରାଇମବ୍ରାଞ୍ଚ ଜେରା: ୩ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି ୨୭ ଲକ୍ଷ ଟଙ୍କା

କଟକ: ମୁମ୍ବାଇରୁ ଗିରଫ ହୋଇ ଥିବା ସାରଥିଙ୍କ ପାଳିତ ପୁଅ ସତ୍ୟମକୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପଚରାଉଚରା ଚଳାଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଜେରା ଜାରି ରହିବ ବୋଲି ଜଣାପଡିଛି । ତେବେ ଜେରା ବେଳେ ସତ୍ୟମଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ୨୭ ଲକ୍ଷ ଟଙ୍କା ଥିବା ଜଣାପଡିଛି । ଏହାସହ ସାରଥି ଓ ସତ୍ୟମ ଚାରିଟେବୁଲ ବିଷୟରେ ବହୁ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ଜଣାପଡିଛି । ଆସନ୍ତାକାଲି ସତ୍ୟମକୁ କୋର୍ଟ ଚାଲାଣ କରାଯିବ […]

satyam

satyam

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 05:27 PM IST

Sports

Latest News

କଟକ: ମୁମ୍ବାଇରୁ ଗିରଫ ହୋଇ ଥିବା ସାରଥିଙ୍କ ପାଳିତ ପୁଅ ସତ୍ୟମକୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପଚରାଉଚରା ଚଳାଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଜେରା ଜାରି ରହିବ ବୋଲି ଜଣାପଡିଛି । ତେବେ ଜେରା ବେଳେ ସତ୍ୟମଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ୨୭ ଲକ୍ଷ ଟଙ୍କା ଥିବା ଜଣାପଡିଛି । ଏହାସହ ସାରଥି ଓ ସତ୍ୟମ ଚାରିଟେବୁଲ ବିଷୟରେ ବହୁ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ଜଣାପଡିଛି । ଆସନ୍ତାକାଲି ସତ୍ୟମକୁ କୋର୍ଟ ଚାଲାଣ କରାଯିବ । ପରେ କ୍ରାଇମବ୍ରାଞ୍ଚ ସତ୍ୟମକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି । ସତ୍ୟମ୍ ଧରାପଡ଼ିବା ପରେ, ସାରଥି ମାମଲାରେ ବିଶେଷ କରି ଅର୍ଥନୈତିକ କାରବାରର ଗୁମର ଖୋଲିବ ବୋଲି ଆଶା କରାଯାଉଛି। କାରଣ ସତ୍ୟମ୍ ନାଁରେ ହିଁ ଚାଲିଥିଲା କୋଟି କୋଟି ଟଙ୍କ।ର ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟ। ଏହାଛଡା ସତ୍ୟମ ନାଁରେ ମୂଲ୍ୟବାନ ଫ୍ଲାଟ, ଜମିବାଡ଼ି ଓ ଲକ୍ଷ ଲକ୍ଷ ଟଙ୍କ।ର ବ୍ୟାଙ୍କ ଆଉକାଣ୍ଟ ରହିଛି। ଜେରା ସମୟରେ ସାରଥି ବହୁ ତଥ୍ୟ ଲୁଚାଇଥିବା ଓ ମିଛ ଉତ୍ତର ଦେଇଥିବା ସନ୍ଦେହ କରାଯାଉଛି। ଆଶା କରାଯାଉଛି ସତ୍ୟମକୁ ଜେରା ବେଳେ ସେସବୁ ଉପରୁ ପରଦା ହଟିବ । ଜେରା ବେଳେ ସତ୍ୟମ ୬ ତାରିଖରେ  ବାରିମୂଳ ଆଶ୍ରମ ଛାଡିଥିବା କହିଛି । ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ । ୧୨ ତାରିଖରେ ବିମାନ ଯୋଗେ ଓଡ଼ିଶା ଛାଡିଥିଲେ । ଓଡ଼ିଶାରୁ ସେ ହାଇଦ୍ରାବାଦ, ରାୟପୁର, ଭିଲାଇ, ପୁନେ ଯାଇଥିଲେ । ପୁନେରୁ ମୁମ୍ବାଇ ଯାଇଥିବା ବେଳେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରିଥିଲା ।

ସାରଥିଙ୍କ ତଥାକଥିତ ପୁଅ ସତ୍ୟମ୍ ଶେଖର ରାଉଳକୁ କ୍ରାଇମବ୍ରାଞ୍ଚ ଟିମ ଧରି ଅପରାହ୍ନ ୨ଟା କଟକସ୍ଥିତ କ୍ରାଇମବା୍ରଞ୍ଚ ହେଡକ୍ୱାର୍ଟର୍ସରେ ପହଞ୍ଚି ଥିଲା । ସେଠାରେ ସତ୍ୟମର ଜେରା ଚାଲିଛି । କ୍ରାଇମବ୍ରାଞ୍ଚ ଏଡିଜି ବି.କେ.ଶର୍ମା ସୂଚନା ଦେଇ କହିଛନ୍ତି, ସତ୍ୟମର ଏଟିଏମ୍ କାର୍ଡ ଓ ମୋବାଇଲ୍ ଫେ।ନ୍ ଟ୍ରାକ୍ କରି ତା ନିକଟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ। ମୁମ୍ୱାଇ ପୋଲିସ ସହାୟତାରେ ଗତକାଲି ବୋରିଭାଲି ଅଞ୍ଚଳରୁ ଧରା ପଡ଼ିଥିଲା ସତ୍ୟମ୍। ଆଜି ଦିନ ପ୍ରାୟ ଗୋଟାଏ ବେଳେ ତାକୁ ଧରି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍।

କୁହାଯାଉଛି ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବାର ଦିନକ ପୂର୍ବରୁ ଅର୍ଥାତ ୬ ତାରିଖରୁ ହିଁ ସତ୍ୟମ ଗାଏବ୍ ହୋଇଯାଇଥିଲା । ଗତ ୧୩ ତାରିଖରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପରିସରରୁ ମିଳିଥିବା ସାରଥିଙ୍କ ଫରଚ୍ୟୁନର ଗାଡ଼ି ଧରି ସତ୍ୟମ ଫେରାର୍ ହୋଇଥିବା ସନ୍ଦେହ କରାଯାଉଛି। ଗାଡ଼ି ମିଳିବା ପରେ ସତ୍ୟମ୍ ପଛରେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ ପଡ଼ିଥିଲା। ତେବେ ବାରମ୍ୱାର ମୋବାଇଲ୍ ଫେ।ନ୍ ଓ ସିମ୍ ସହ ଜାଗା ବଦଳାଇ ଚକମା ଦେଉଥିଲା ସତ୍ୟମ । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ ପରେ ଶେଷରେ ମୁମ୍ୱାଇରୁ ଧରାପଡ଼ିଥିଲା ସତ୍ୟମ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story