ବାଃ ବାଃରେ ଶିକ୍ଷା ବ୍ୟବସ୍ଥା: ଏଠି ମନ୍ଦିର ବେଢ଼ାରେ ଚାଲିଛି ପାଠପଢ଼ା

ସାଲେପୁର: ଯେଉଁଠି ଠାକୁର ଦର୍ଶନ, ସେଇଠି ପାଠପଢ଼ା। ଗୋଟେପଟେ ପୂଜାର୍ଚ୍ଚନା, ଅନ୍ୟପଟେ ପାଠ ଆଲୋଚନା। ଏମିତି ୩ବର୍ଷ ହେଲାଣି ସ୍କୁଲ ଚାଲିଛି ମନ୍ଦିର ବେଢ଼ାରେ। ଏପଟେ ବିପଦଜନକ ଭାବେ ଅଙ୍ଗନବାଡି ଚାଲିଛି ଜଳସେଚନ ବିଭାଗର ପମ୍ପ ହାଉସ ଘରେ। ସରକାରୀ ସ୍ତରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ  ବହୁ ପଦକ୍ଷେପ ନିଆଯାଉଥିବାବେଳେ ଏଠି ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ମୁରୁକୁଣ୍ଡି ଗାଁରେ। ଏଠାରେ ଥିବା ବାଣେଶ୍ୱରୀ ଶିବ ମନ୍ଦିର ବେଢ଼ା […]

school

school

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 02:58 PM IST

Sports

Latest News

ସାଲେପୁର: ଯେଉଁଠି ଠାକୁର ଦର୍ଶନ, ସେଇଠି ପାଠପଢ଼ା। ଗୋଟେପଟେ ପୂଜାର୍ଚ୍ଚନା, ଅନ୍ୟପଟେ ପାଠ ଆଲୋଚନା। ଏମିତି ୩ବର୍ଷ ହେଲାଣି ସ୍କୁଲ ଚାଲିଛି ମନ୍ଦିର ବେଢ଼ାରେ। ଏପଟେ ବିପଦଜନକ ଭାବେ ଅଙ୍ଗନବାଡି ଚାଲିଛି ଜଳସେଚନ ବିଭାଗର ପମ୍ପ ହାଉସ ଘରେ। ସରକାରୀ ସ୍ତରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ  ବହୁ ପଦକ୍ଷେପ ନିଆଯାଉଥିବାବେଳେ ଏଠି ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ମୁରୁକୁଣ୍ଡି ଗାଁରେ।

ଏଠାରେ ଥିବା ବାଣେଶ୍ୱରୀ ଶିବ ମନ୍ଦିର ବେଢ଼ା ପାଲଟିଛି ପିଲାଙ୍କ ସ୍କୁଲ ଘର। ସବୁଦିନ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ  ଦେଖିବାକୁ ମିଳେ ଏଠି।  ତେବେ ସ୍କୁଲର ନିଜସ୍ୱ ଜାଗା ନଥିବାରୁ ଏଭଳି ଅବସ୍ଥାରେ ପାଠପଢା ହେଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ପିଲାଙ୍କ ସୁବିଧା ପାଇଁ ଅନେକଥର ପ୍ରଶାସନକୁ ଜଣାଇଲେ ବି କିଛି ସୁଫଳ ମିଳୁନଥିବାରୁ ପିଲାଙ୍କ ଭବିଷ୍ୟତ କ’ଣ ହେବ ସେନେଇ ଚିନ୍ତାରେ ଗ୍ରାମବାସୀ।

ସେଇ ଗାଁର ଦାଶସାହି ଅଙ୍ଗନବାଡି ପାଇଁ ବି ନାହିଁ କୌଣସି ବିଶେଷ ସୁବିଧା। ଘରଟିଏ ନଥିବାରୁ ଜଳସେଚନ ବିଭାଗର ପମ୍ପହାଉସ୍ ଘର ବାରଣ୍ଡାରେ ବସି ପଢୁଛନ୍ତି ଛୋଟ ଛୋଟ ପିଲା। ଜମି ଅଧିଗ୍ରହଣ ହୋଇନଥିବାରୁ ଏସବୁ ପ୍ରକଳ୍ପର ଗୃହ ନିର୍ମାଣ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଗାଁଲୋକେ।

ଏନେଇ କିଶୋରନଗର ତହସିଲଦାର ସୁଚେତା ମହାପାତ୍ର କହିଛନ୍ତି,“ ଏନେଇ ୨୦୧୬ ମସିହାରେ ଆରଆଇ ଏକ ରିପୋର୍ଟ ଦେଇଥିଲେ। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ଅଧିକ ଗୋଚର ଜମି ରହିଛି। ସେ ମ୍ୟାପ୍‌ ଦେଇନଥିଲେ। ସେଥିପାଇଁ କିଛି କରାଯାଇ ନଥିଲା। ଯଦି ଅଧିକ ଗୋଚର ଥିବ ତାହେଲେ ଆମେ ଏହାକୁ ଆଇନ ପ୍ରକ୍ରିୟାରେ ସମାଧାନ କରିବୁ।”

https://www.youtube.com/watch?v=Gx_bNdgo52w

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story