ସ୍ମାର୍ଟସିଟି ଭୁବନେଶ୍ୱରର ରୂପରେଖ ଲାଗି ଲୋଡାଗଲା ଲୋକଙ୍କ ମତାମତ, ଉନ୍ମୋଚନ ହେଲା ୱେବସାଇଟ୍

ଭୁବନେଶ୍ୱର: ବଦଳିବ ରାଜଧାନୀ ଭୁବନେଶ୍ୱର ରୂପରେଖ। ସବୁକିଛି ହେବ ହାଇଟେକ୍ ପ୍ରଣାଳୀରେ। ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ମାର୍ଟ ସିଟି ହେଲେ ଭୁବନେଶ୍ୱରରେ ୨୪ ଘଣ୍ଟିଆ ପାନୀୟ ଜଳ ଓ ବିଦ୍ୟୁତ୍ ସୁବିଧା, ଉନ୍ନତ ସ୍ୱରେଜ ସିଷ୍ଟମ୍, ସଲିଡ୍ ଓ ଲିକୁଇଡ୍ ୱେଷ୍ଟ ମ୍ୟାନେଜମେଣ୍ଟ, ଟ୍ରାଫିକ୍, ପାର୍କିଂ ଏବଂ ଗମନାଗମନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସେହିପରି ଐତିହ୍ୟ ସଂରକ୍ଷଣ ଓ ପର୍ଯ୍ୟଟନର ବିକାଶ ଦିଗରେ ବି […]

bbsr

bbsr

Rakesh Mallick
  • Published: Saturday, 26 September 2015
  • Updated: 27 September 2015, 02:52 AM IST

Sports

Latest News

bmcଭୁବନେଶ୍ୱର: ବଦଳିବ ରାଜଧାନୀ ଭୁବନେଶ୍ୱର ରୂପରେଖ। ସବୁକିଛି ହେବ ହାଇଟେକ୍ ପ୍ରଣାଳୀରେ। ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ମାର୍ଟ ସିଟି ହେଲେ ଭୁବନେଶ୍ୱରରେ ୨୪ ଘଣ୍ଟିଆ ପାନୀୟ ଜଳ ଓ ବିଦ୍ୟୁତ୍ ସୁବିଧା, ଉନ୍ନତ ସ୍ୱରେଜ ସିଷ୍ଟମ୍, ସଲିଡ୍ ଓ ଲିକୁଇଡ୍ ୱେଷ୍ଟ ମ୍ୟାନେଜମେଣ୍ଟ, ଟ୍ରାଫିକ୍, ପାର୍କିଂ ଏବଂ ଗମନାଗମନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସେହିପରି ଐତିହ୍ୟ ସଂରକ୍ଷଣ ଓ ପର୍ଯ୍ୟଟନର ବିକାଶ ଦିଗରେ ବି ଗୁରୁତ୍ୱ ଦିଆଯିବ। ଏନେଇ ନାଗରିକଙ୍କ ଠାରୁ ମତାମତ ଲୋଡାଯାଇ ସେମାନଙ୍କୁ ସ୍ମାର୍ଟ ସିଟି ମିଶନରେ ସାମିଲ୍ କରାଯିବାକୁ ପ୍ରୟାସ କରାଯାଇଛି। ବିଏମସି ପକ୍ଷରୁ WWW. SMARTCITYBHUBANESWAR.GOV.IN ୱେବସାଇଟ୍ ଆଜି ଲୋକାର୍ପିତ କରାଯାଇଛି। ଏହି ୱେବସାଇଟ୍ ଜରିଆରେ ସାଧାରଣ ନାଗରିକ ନିଜ ସ୍ୱପ୍ନର ସ୍ମାର୍ଟ ସିଟି ସମ୍ପର୍କରେ ସେମାନଙ୍କ ମତାମତ ରଖିପାରିବେ। ଏହାକୁ ଆଧାର କରି ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ ଡିସେମ୍ୱର ୧୫ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ।

ଆଜି ସଂଧ୍ୟାରେ ଭୁବନେଶ୍ୱରକୁ ସ୍ମାର୍ଟସିଟି କରିବା ନେଇ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ବସିଥିଲା।

କେନ୍ଦ୍ର ସରକାର ଅଗଷ୍ଟ ୨୭ରେ ଦେଶର ୯୮ଟି ସହରକୁ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ଦେଇଥିଲେ। ଏହି ତାଲିକାରେ ଓଡିଶାର ଭୁବନେଶ୍ୱର ଓ ରାଉରକେଲା ସ୍ଥାନ ପାଇଥିଲା। ତେବେ ଆସନ୍ତା ଜାନୁୟାରୀରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସ୍ମାର୍ଟ ସିଟିର ତାଲିକା ପ୍ରକାଶ ପାଇବ। ଭୁବନେଶ୍ୱରକୁ ଏଥିରେ ସ୍ଥାନ ଦେବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟାରେ ସାଧାରଣ ଲୋକଙ୍କଠାରୁ ସ୍ମାର୍ଟ ସିଟି ଲୋଗୋ ଏବଂ ଭିଜନ ସ୍ମାର୍ଟ ସିଟି ନାଁରେ ଦୁଇଟି ପ୍ରତିଯୋଗିତା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story