ଏହି ବ୍ୟକ୍ତିଙ୍କ ପିଛା ଛାଡୁନି ସାପ: ଦଂଶିଲାଣି ୧୫୦ରୁ ଅଧିକ ଥର

କୁହାଯାଏ ନାଗ ପ୍ରତିଶୋଧ ନିଏ। ତା ପ୍ରତି ଆକ୍ରମଣ କରୁଥିବା ଲୋକକୁ ସେ ସହଜରେ ଛାଡେନା। ମଣିଷ ଯେଉଁଠି ଲୁଚି ରହୁନା କାହିଁକି ପ୍ରତିଶୋଧ ନେବା ପାଇଁ ସାପ ତାକୁ ଖୋଜି ବାହାର କରେ ଏବଂ ଦଂଶନକରେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ସାପ ଜଣଙ୍କୁ ୧୫୦ରୁ ଅଧିକ ଥର ଦଂଶନ କଲାଣି। ଆଉ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ସାପ ୭୨ଥର ଦଂଶନ କରିଛି। ହିମାଞ୍ଚଳର ଆନନ୍ଦ ଗାଁରେ ରୁହନ୍ତି ଇନ୍ଦର ସିଂ। ସାପ ତାଙ୍କୁ […]

550360-snakebite

550360-snakebite

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 01:47 PM IST

Sports

Latest News

କୁହାଯାଏ ନାଗ ପ୍ରତିଶୋଧ ନିଏ। ତା ପ୍ରତି ଆକ୍ରମଣ କରୁଥିବା ଲୋକକୁ ସେ ସହଜରେ ଛାଡେନା। ମଣିଷ ଯେଉଁଠି ଲୁଚି ରହୁନା କାହିଁକି ପ୍ରତିଶୋଧ ନେବା ପାଇଁ ସାପ ତାକୁ ଖୋଜି ବାହାର କରେ ଏବଂ ଦଂଶନକରେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ସାପ ଜଣଙ୍କୁ ୧୫୦ରୁ ଅଧିକ ଥର ଦଂଶନ କଲାଣି। ଆଉ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ସାପ ୭୨ଥର ଦଂଶନ କରିଛି।

ହିମାଞ୍ଚଳର ଆନନ୍ଦ ଗାଁରେ ରୁହନ୍ତି ଇନ୍ଦର ସିଂ। ସାପ ତାଙ୍କୁ ୭୨ଥର ଦଂଶନ କରିଛି। ସେ ଯୁଆଡେ ବି ଯାଆନ୍ତି ସାପ ତାଙ୍କ ପଛେ ପଛେ ଯାଏ। ସେମିତି ଆଉ ଜଣେ ହେଉଛନ୍ତି କାଲାଦେବୀ। ଯାହାକୁ ସାପ ୧୫୨ଥର ଆକ୍ରମଣ କରିଛି।

ଇନ୍ଦର ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଫିସର। ଗତ ୫ ବର୍ଷ ମଧ୍ୟରେ ତାଙ୍କୁ ୭୨ଥର ବିଶାକ୍ତ ସାପ ଦଂଶନ କରିଛି। ସାପ କାମୁଡିବା ପରେ ଇନ୍ଦର ମେଡିକାଲ ମଧ୍ୟ ଯାଆନ୍ତି, କିନ୍ତୁ ସେଠାରେ ମଧ୍ୟ ସାପ ତାଙ୍କୁ ଦଂଶିବା ପାଇଁ ପହଁଚିଯାଏ। ଏସବୁ ଫିଲ୍ମର ଏକ କାହାଣୀ ପରି ଲାଗୁଥାଇପାରେ କିନ୍ତୁ ଘଟଣାଟି ସତ। ସାପ ଇନ୍ଦରଙ୍କ ପିଛା କରେ। ଥରେ ସେ ହିମାଞ୍ଚଳର କିନ୍ନର ଯାଇଥିଲେ। ଯେଉଁଠି ଥଣ୍ଡା ତାପମାତ୍ରା ପାଇଁ ସାପ ଏତେ ବାହାରନ୍ତି ନାହିଁ। କିନ୍ତୁ ଯେତେବେଳେ ଇନ୍ଦର ସେଠି ପହଁଚିଗଲେ ସାପମାନେ ବାହାରିବା ଆରମ୍ଭ ହେଲେ। ଗୋଟିଏ ପ୍ରକାରର ସାପ ନୁହେଁ ଭିନ୍ନ ଭିନ୍ନ ପ୍ରକାରର ସାପ ଉଭା ହୋଇଗଲେ।

ଲୋକଙ୍କ କହିବା ଅନୁଯାୟୀ ଇନ୍ଦରଙ୍କ ସହ ସାପର ପୁରୁଣା ସମ୍ପର୍କ। ବୋଧହୁଏ ସାପ ଇନ୍ଦରଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି। ସେମିତି ଆଉଜଣେ ହେଉଛନ୍ତି କାଲାଦେବୀ। ତାଙ୍କ ଶରୀରରେ ୧୫୨ଟି ସାପ ଦଂଶିବାର ଚିହ୍ନ ରହିଛି। ଏତେଥର ସାପ ଦଂଶିଥିବା ପରେ ମଧ୍ୟ ସେ ସୁରକ୍ଷିତ।

ଏସବୁ ପଛରେ କାରଣ କ'ଣ ଥାଇପାରେ ଜାଣିବା ପାଇଁ ପାଖରେ ଥିବା ଶିବ ମନ୍ଦିରର ପୂଜାରୀଙ୍କୁ ପଚାରିବାରୁ ସେ କହିଲେ ଯେତେବେଳେ କାହାର ପିତୃ ଦୋଷଥାଏ ସେତେବେଳେ ସାପ ତାଙ୍କୁ ଦଂଶିଥାଏ।  କିନ୍ତୁ ସାପ କାମୁଡିବା ଦ୍ୱାରା ଏମାନଙ୍କର ମୃତ୍ୟୁ ହୋଇନଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story