ସୋସିଆଲ ମିଡିଆର ସାଇଡ୍‌ ଇଫେକ୍ଟ : ଆସିଲା ସର୍ଭେ ରିପୋର୍ଟ,  ଜାଣନ୍ତୁ ଅଧିକ ସମୟ ବିତାଇଲେ କ’ଣ କ୍ଷତି ହୋଇଥାଏ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟ ଫୋନର ଜମାନା। ଯାହା ହାତରେ ଦେଖିବେ ସ୍ମାର୍ଟଫୋନ୍‌ଟେ ନିଶ୍ଚିତ ଥିବ। ଖାଲି ଫୋନ୍‌ ରଖି ନଥାନ୍ତି, ୟୁଜର୍ସ ଏଥିରେ ବିଭିନ୍ନ ପ୍ରକାର ଆପ୍‌ ମଧ୍ୟ ରଖିଥାନ୍ତି। ବଢ଼ି ଚାଲିଥିବା ଆପ୍‌ ବ୍ୟବହାରକୁ ନେଇ ଏକ ସର୍ଭେ କରାଯାଇଥିଲା, ଯାହାର ତଥ୍ୟ ପ୍ରକାଶ ପାଇଛି। ଯଦି ଆପଣ ଏହି ସର୍ଭେର ରିପୋର୍ଟ କ’ଣ କହୁଛି ଜାଣିବେ ହାତରେ ଧରିଥିବା ସ୍ମାର୍ଟଫୋନଟିକୁ ଭୟରେ ଟେବୁଲ ଉପରେ ଥୋଇ ଦେବେ। ଏହା ସମ୍ପୂର୍ଣ୍ଣ ସତ।   କେଉଁ […]

sociaaal

sociaaal

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 05:54 PM IST

Sports

Latest News

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟ ଫୋନର ଜମାନା। ଯାହା ହାତରେ ଦେଖିବେ ସ୍ମାର୍ଟଫୋନ୍‌ଟେ ନିଶ୍ଚିତ ଥିବ। ଖାଲି ଫୋନ୍‌ ରଖି ନଥାନ୍ତି, ୟୁଜର୍ସ ଏଥିରେ ବିଭିନ୍ନ ପ୍ରକାର ଆପ୍‌ ମଧ୍ୟ ରଖିଥାନ୍ତି। ବଢ଼ି ଚାଲିଥିବା ଆପ୍‌ ବ୍ୟବହାରକୁ ନେଇ ଏକ ସର୍ଭେ କରାଯାଇଥିଲା, ଯାହାର ତଥ୍ୟ ପ୍ରକାଶ ପାଇଛି। ଯଦି ଆପଣ ଏହି ସର୍ଭେର ରିପୋର୍ଟ କ’ଣ କହୁଛି ଜାଣିବେ ହାତରେ ଧରିଥିବା ସ୍ମାର୍ଟଫୋନଟିକୁ ଭୟରେ ଟେବୁଲ ଉପରେ ଥୋଇ ଦେବେ। ଏହା ସମ୍ପୂର୍ଣ୍ଣ ସତ।

[caption id="attachment_240221" align="aligncenter" width="840"] ସର୍ଭେ ଅନୁସାରେ ଆବଶ୍ୟକଠାରୁ ୩ ଗୁଣା ଅଧିକ ସମୟ ଆପ୍‌ରେ ବିତାଉଥିବା ଲୋକେ ବେଶି ଦୁଃଖୀ ରହିଥାନ୍ତି। ସୋସିଆଲ୍‌ ମିଡିଆ ଅଧିକ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଏହି ଲିଷ୍ଟରେ ସବୁଠାରୁ ଉପରେ ରହିଛି। ସେହିଭଳି ଜଳବାୟୁ, ମ୍ୟୁଜିକ, ଫିଟ୍‌ନେସ ଆପ୍‌ ବ୍ୟବହାରକାରୀ ଅଧିକ ଖୁସି ରହୁଥିବା ରିପୋର୍ଟରେ କୁହାଯାଇଛି।[/caption]

କେଉଁ ଆପ୍‌କୁ କେତେ ସମୟ ଦେବେ

୧. ୨୬ ମିନିଟ୍‌ ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରିବା ଠିକ୍‌। ଏହା ଦ୍ୱାରା ଆପଣଙ୍କ  ମନରେ ଥିବା ଚିନ୍ତା ଦୂର ହୋଇପାରିବ। ହେଲେ ୟୁଜର୍ସ ଏଥିରେ ହାରାହାରି ୫୪ ମିନିଟ୍‌ ସମୟ ବିତାଉଛନ୍ତି।

୨. ଟ୍ୱିଟରରେ ମଧ୍ୟ ସମାନ ସ୍ଥିତି। ବିଶେଷଜ୍ଞଙ୍କ ମତରେ ଟ୍ୱିଟରରେ ୧୮ ମିନିଟ୍‌ ସମୟ ବିତାଇବା ଭଲ। ହେଲେ ବ୍ୟବହାରକାରୀ ଏଥିରେ ୫୦ ମିନିଟ୍‌ ସମୟ ବିତାଉଛନ୍ତି। ୟୁଟ୍ୟୁବ୍‌ରେ ୩୬ ମିନିଟ୍‌ ବଦଳରେ ୭୯ ମିନିଟ୍‌ ସମୟ ନଷ୍ଟ କରୁଛନ୍ତି ଲୋକେ।

୩. ସେହିଭଳି ମୌସୁମୀ ଆପ୍ (CALM) ଓ ଆମାଜନ ମ୍ୟୁଜିକ୍‌ ଆପ୍‌ ବ୍ୟବହାର କରି ୯୦ ପ୍ରତିଶତ ଲୋକେ ଖୁସି ରହୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

୪.କ୍ୟାଣ୍ଡିକ୍ରସ, ଫେସ୍‌ବୁକ୍‌, ୱି ଚାଟ, ଟିଣ୍ଡର, ସବୱେ ସର୍ଫ, ଇନ୍‌ଷ୍ଟାଗ୍ରାମ ଓ ସ୍ନାପଚାଟ୍ ଆପ୍‌  ବ୍ୟବହାରକାରୀ ସବୁଠାରୁ ଅଧିକ ଦୁଃଖୀ ରହିଥାନ୍ତି। ଏହାକୁ ବ୍ୟବହାର କରୁଥିବା ୭୦ ପ୍ରତିଶତ ଲୋକଙ୍କ ମନ ଅଶାନ୍ତ ରହିଥାଏ। ଏଗୁଡ଼ିକ ମଧ୍ୟରୁ ‘ୱି ଚାଟ୍‌’ରେ ଲୋକେ ୯୭ ମିନିଟ୍‌ ଓ ଫେସବୁକ୍‌ରେ ହାରାହାରି ଏକ ଘଣ୍ଟା ସମୟ ନଷ୍ଟ କରୁଛନ୍ତି।

୫. ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଖୁସି ରଖୁଥିବା ଆପ୍‌ ବଦଳରେ ଦୁଃଖ ଦେଉଥିବା ଆପଗୁଡ଼ିକୁ ଅଧିକ ବ୍ୟବହାର କରୁଛନ୍ତି ଲୋକେ।

୬. ମୋବାଇଲ୍‌ ଆପ୍‌ରେ ମନିଟରିଂ କରୁଥିବା ସଂସ୍ଥା ‘ମୋମେଣ୍ଟ’ ୨ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍‌  ବ୍ୟବହାରକାରୀଙ୍କୁ ନେଇ ଏହି ସର୍ଭେ କରିଥିଲା। ଏହାର ରିପୋର୍ଟ ଅନୁସାରେ ଆପଣ ଖୁସି ରହିବାକୁ ଚାହୁଁଥିଲେ ଇନ୍‌ଷ୍ଟାଗ୍ରାମରେ ୨୬ ମିନିଟ୍, କ୍ୟଣ୍ଡ କ୍ରସରେ ୧୨ ମିନିଟ୍‌ରୁ ଅଧିକ ସମୟ ଦିଅନ୍ତୁ ନାହିଁ।

ଆସନ୍ତୁ ଜାଣିବା କେଉଁ ଆପ୍‌କୁ କେତେ ସମୟ ଦେବେ

ଆପ୍

ନିର୍ଦ୍ଧାରିତ ସମୟ

ଲୋକେ ବିତାଉଥିବା ସମୟ

ଫେସବୁକ୍

୨୨

୬୦
ହ୍ୱାଟ୍‌ସ୍‌ଆପ୍‌୩୦୬୦
ଇନ୍‌ଷ୍ଟାଗ୍ରାମ୨୬୫୪
କ୍ୟାଣ୍ଡି କ୍ରସ୧୨୪୭
ଟ୍ୱିଟର୧୮୫୦
ୟୁଟ୍ୟୁବ୍୩୫୭୦
ନେଟାଫ୍ଲିକ୍ସ୩୫୭୫
ଇ-ମେଲ୍୧୦୧୮
ମ୍ୟୁଜିକ୍1011
ସ୍ନାପଚାଟ୍୩୬୭୦

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story