ଶୋଇବା ସମୟରେ ଏସବୁ କଥା ପ୍ରତି ଧ୍ୟାନ ଦେଉଛନ୍ତି କି? ଜାଣନ୍ତୁ କେଉଁଟା ଭଲ କେଉଁଟା ଖରାପ

ସ୍ୱାସ୍ଥ୍ୟ ସହ ନିଦ୍ରାର ଗଭୀର ସଂପର୍କ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଶୋଇବାର କିଛି ନିୟମ ରହିଛି ଯେଉଁଗୁଡ଼ିକୁ ପାଳନ କଲେ ଅନେକ ରୋଗରୁ ମୁକ୍ତି ମିଳିବା ସହ ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ… ଜ୍ୟୋତିଷ ଶାସ୍ତ୍ରରେ ନିର୍ଜନ ବା ଅନ୍ଧାର ଘରେ ଏକଲା ଶୋଇବାକୁ ବାରଣ କରାଯାଇଛି। ମନ୍ଦିର ଓ ଶ୍ମଶାନରେ ମଧ୍ୟ ଶୋଇବା ଅନୁଚିତ । ଭଲ ସ୍ୱାସ୍ଥ୍ୟ ପାଇଁ ଭୋରରୁ ଉଠିବା ଜରୁରୀ। ଶୋଇବ ପୂର୍ବରୁ ଗୋଡ଼ […]

sleeping

sleeping

Rakesh Mallick
  • Published: Friday, 01 December 2017
  • Updated: 01 December 2017, 11:44 AM IST

Sports

Latest News

ସ୍ୱାସ୍ଥ୍ୟ ସହ ନିଦ୍ରାର ଗଭୀର ସଂପର୍କ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଶୋଇବାର କିଛି ନିୟମ ରହିଛି ଯେଉଁଗୁଡ଼ିକୁ ପାଳନ କଲେ ଅନେକ ରୋଗରୁ ମୁକ୍ତି ମିଳିବା ସହ ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ...

  • ଜ୍ୟୋତିଷ ଶାସ୍ତ୍ରରେ ନିର୍ଜନ ବା ଅନ୍ଧାର ଘରେ ଏକଲା ଶୋଇବାକୁ ବାରଣ କରାଯାଇଛି।
  • ମନ୍ଦିର ଓ ଶ୍ମଶାନରେ ମଧ୍ୟ ଶୋଇବା ଅନୁଚିତ ।
  • ଭଲ ସ୍ୱାସ୍ଥ୍ୟ ପାଇଁ ଭୋରରୁ ଉଠିବା ଜରୁରୀ।
  • ଶୋଇବ ପୂର୍ବରୁ ଗୋଡ଼ ଧୋଇବା କିଛି ଲୋକଙ୍କ ଅଭ୍ୟାସ ରହିଛି। ଏହା ଭଲ, କିନ୍ତୁ ପାଦ ଓଦା କରି ଶୋଇବା ଅଶୁଭ ହୋଇଥାଏ। ପାଦ ଧୋଇବା ପରେ ଭଲ ଭାବେ ପୋଛି ଶୋଇଲେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ।
  • ଭଙ୍ଗା ପଲଙ୍କ ଅବା ଖଟରେ ଶୁଅନ୍ତୁ ନାହିଁ। ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଯାଆନ୍ତୁ ନାହିଁ। ଅଇଣ୍ଠା ମୁହଁରେ ଶୁଅନ୍ତୁ ନାହିଁ।
  • ସର୍ବଦା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇଲେ ଚିନ୍ତା, ଉତ୍ତର ଦିଗ ଆଡକୁ ମୁହଁ କରି ଶୋଇଲେ ମୃତ୍ୟୁ ଏବଂ ଦକ୍ଷିଣ ଦିଗ ଆଡକୁ ମୁହଁ କରି ଶୋଇଲେ ଧନ ଓ ଆୟୁ ପ୍ରାପ୍ତି ହୋଇଥାଏ।
  • ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ବ୍ୟକ୍ତି ରୋଗୀ ଓ ଦରିଦ୍ର ହୋଇଥାନ୍ତି।
  • ବାମ କଡ଼କୁ ମୁହଁ କରି ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ। ଦକ୍ଷିଣ ଦିଗକୁ ପାଦ କରି ଶୁଅନ୍ତୁ ନାହିଁ। ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମ୍‌ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story