ଜାଣନ୍ତୁ, ନିଜ ରାଶି ଅନୁଯାୟୀ କ’ଣ ଦାନ କରିବା ଉଚିତ ନୁହେଁ

କୁହାଯାଏ ଦାନ ଠାରୁ ବଳି ମହତ୍ ଏବଂ ପୁଣ୍ୟ କାର୍ଯ୍ୟ ଦୁନିଆରେ ଆଉ କିଛି ନାହିଁ। ତେବେ ଶାସ୍ତ୍ର ଅନୁସାରେ ଦାନ ଦେବାର କିଛି ନିୟମ ରହିଛି। ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତି ସବୁ ପ୍ରକାର ଜିନିଷ ଦାନ କରିପାରିବେ ନାହିଁ। ଅନେକ ସମୟରେ ଦାନ କରିବା ଦ୍ୱାରା ପ୍ରତିକୂଳ ସ୍ଥିତି ଉପୁଜିଥାଏ। ତେବେ ଆସନ୍ତୁ ଜାଣିବା  ବ୍ୟକ୍ତିର ରାଶି ଅନୁସାରେ କଣ ଦାନ କରିବା ଅଶୁଭ ହୋଇଥାଏ। ମେଷ- ଏହି ରାଶିର ବ୍ୟକ୍ତି ମିଠା ଦାନ କରନ୍ତୁ […]

donation

donation

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 09:41 AM IST

Sports

Latest News

କୁହାଯାଏ ଦାନ ଠାରୁ ବଳି ମହତ୍ ଏବଂ ପୁଣ୍ୟ କାର୍ଯ୍ୟ ଦୁନିଆରେ ଆଉ କିଛି ନାହିଁ। ତେବେ ଶାସ୍ତ୍ର ଅନୁସାରେ ଦାନ ଦେବାର କିଛି ନିୟମ ରହିଛି। ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତି ସବୁ ପ୍ରକାର ଜିନିଷ ଦାନ କରିପାରିବେ ନାହିଁ। ଅନେକ ସମୟରେ ଦାନ କରିବା ଦ୍ୱାରା ପ୍ରତିକୂଳ ସ୍ଥିତି ଉପୁଜିଥାଏ। ତେବେ ଆସନ୍ତୁ ଜାଣିବା  ବ୍ୟକ୍ତିର ରାଶି ଅନୁସାରେ କଣ ଦାନ କରିବା ଅଶୁଭ ହୋଇଥାଏ।

ମେଷ- ଏହି ରାଶିର ବ୍ୟକ୍ତି ମିଠା ଦାନ କରନ୍ତୁ ନାହିଁ।

ବୃଷ- ଏହି ରାଶିର ବ୍ୟକ୍ତି ଲୁହା ଦାନ କରନ୍ତୁ ନାହିଁ ।

ମିଥୁନ-  ସବୁଜ ରଙ୍ଗର ଜିନିଷ ଦାନ କରନ୍ତୁ ନାହିଁ।

କର୍କଟ- ସୁନା ଜିନିଷ ଦାନ କରନ୍ତୁ ନାହିଁ।

ସିଂହ- ଭୂମି ବା ମାଟି ସହ ଜଡିତ ବସ୍ତୁକୁ ଦାନ କରନ୍ତୁ ନାହିଁ।

କନ୍ୟା- କ୍ଷୀର ଦାନ କରନ୍ତୁ ନାହିଁ।

ତୁଳା- କଳା ଜିନିଷ ଆଦୌ ଦାନ କରନ୍ତୁ ନାହିଁ।

ବିଛା- ହଳଦିଆ ଜିନିଷ ଦାନ କରନ୍ତୁ ନାହିଁ।

ଧନୁ- ମିଠା ଜିନିଷ ଦାନ କରନ୍ତୁ ନାହିଁ।

ମକର- ତେଲ ଦାନ କରନ୍ତୁ ନାହିଁ।

କୁମ୍ଭ- ସବୁଜ ରଙ୍ଗର ଜିନିଷକୁ ଦାନ କରନ୍ତୁ ନାହିଁ।

ମୀନ- ଲାଲ ରଙ୍ଗର ଜିନିଷକୁ ଦାନ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos