ନବୀନ-ସୌମ୍ୟ ଭେଟଘାଟ୍ ପରେ ନୂଆ ସମୀକରଣ: ସୌମ୍ୟ କହିଲେ ରାଜନୈତିକ ଅଭିସନ୍ଧି ନାହିଁ

ଭୁବନେଶ୍ୱର: ନବୀନ ନିବାସରେ ନବୀନ-ସୌମ୍ୟ ଭେଟଘାଟ ପରେ ନୂଆ ସମୀକରଣକୁ ନେଇ  ଚର୍ଚ୍ଚା। ରାଜନୈତିକ ଅଙ୍କକଷା ନା ଆଉ କିଛି, ଏହାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ସେପଟେ ଆଜି ସୌମ୍ୟରଂଜନ କହିଛନ୍ତି ନବୀନଙ୍କୁ ଭେଟିବା ପଛରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ। ଭାଷା, ଚିଟଫଣ୍ଡ, ନିଶା ନିବାରଣ,  ଚାଷୀ ସମାସ୍ୟା ଉପରେ ଆଲୋଚନା ହୋଇଥିବା କଥା ସେ କହିଥିଲେ। ତେବେ ସେ ବଡନେତା ନୁହଁନ୍ତି, ତାଙ୍କୁ  ସହଜରେ କେହି କିଣିବା ସମ୍ଭବ ନୁହେଁ ବୋଲି ସୌମ୍ୟଙ୍କ […]

somya

Rakesh Mallick
  • Published: Sunday, 14 May 2017
  • , Updated: 14 May 2017, 08:41 PM IST

ଭୁବନେଶ୍ୱର: ନବୀନ ନିବାସରେ ନବୀନ-ସୌମ୍ୟ ଭେଟଘାଟ ପରେ ନୂଆ ସମୀକରଣକୁ ନେଇ  ଚର୍ଚ୍ଚା। ରାଜନୈତିକ ଅଙ୍କକଷା ନା ଆଉ କିଛି, ଏହାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ସେପଟେ ଆଜି ସୌମ୍ୟରଂଜନ କହିଛନ୍ତି ନବୀନଙ୍କୁ ଭେଟିବା ପଛରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ। ଭାଷା, ଚିଟଫଣ୍ଡ, ନିଶା ନିବାରଣ,  ଚାଷୀ ସମାସ୍ୟା ଉପରେ ଆଲୋଚନା ହୋଇଥିବା କଥା ସେ କହିଥିଲେ। ତେବେ ସେ ବଡନେତା ନୁହଁନ୍ତି, ତାଙ୍କୁ  ସହଜରେ କେହି କିଣିବା ସମ୍ଭବ ନୁହେଁ ବୋଲି ସୌମ୍ୟଙ୍କ ମନ୍ତବ୍ୟ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Related story