ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬% ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ଏହା ୧୧୯ ପ୍ରତିଶତରୁ ୧୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ କରାଯିବ। ଆଜି ଏ ଘୋଷଣା କରି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ,“ ଏହା ଦ୍ୱାରା ୪ ଲକ୍ଷ ସରକାରୀ କର୍ମଚାରୀ ଓ ୩ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବ। ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ୬୭୬.୯୦ କୋଟି ଟଙ୍କାର […]

pradeep-amata

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 07:59 AM IST

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ଏହା ୧୧୯ ପ୍ରତିଶତରୁ ୧୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ କରାଯିବ।

ଆଜି ଏ ଘୋଷଣା କରି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ,“ ଏହା ଦ୍ୱାରା ୪ ଲକ୍ଷ ସରକାରୀ କର୍ମଚାରୀ ଓ ୩ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବ। ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ୬୭୬.୯୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।”

Related story