ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ କ୍ରାଇମବ୍ରାଞ୍ଚର ଜେରା ଆରମ୍ଭ, ଅଚ୍ୟୁତ ନଗର ଏସବିଆଇ ଶାଖାରୁ ୬୬ ଲକ୍ଷ ଟଙ୍କା ଠାବ

କଟକ: ତ୍ରାହି ଅଚ୍ୟୁତ ଆଶ୍ରମ ବିବାଦରେ ଫସି ଗିରଫ ହୋଇଥିବା ସୁରବାବା ଓ ତାଙ୍କୁ ଦୁଇ ପୁଅଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଉଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୪ଟି ସାନି ମାମଲା ରୁଜୁ କରାଯାଇଛି । ୪ଟି ଟିମ ଏହାର ତଦନ୍ତ କରୁଛନ୍ତି । ଗୋଟିଏ ଟିମ ତ୍ରାହି ଅଚ୍ୟୁତ ଆଶ୍ରମକୁ ତଦନ୍ତ ଲାଗି ଯାଇଛି । […]

suraandsons

suraandsons

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 12:57 PM IST

Sports

Latest News

କଟକ: ତ୍ରାହି ଅଚ୍ୟୁତ ଆଶ୍ରମ ବିବାଦରେ ଫସି ଗିରଫ ହୋଇଥିବା ସୁରବାବା ଓ ତାଙ୍କୁ ଦୁଇ ପୁଅଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଉଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୪ଟି ସାନି ମାମଲା ରୁଜୁ କରାଯାଇଛି । ୪ଟି ଟିମ ଏହାର ତଦନ୍ତ କରୁଛନ୍ତି । ଗୋଟିଏ ଟିମ ତ୍ରାହି ଅଚ୍ୟୁତ ଆଶ୍ରମକୁ ତଦନ୍ତ ଲାଗି ଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଲାଗିଥିବା ଦଫାରେ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି । ଆବଶ୍ୟକ ପଡିଲେ ଆଗକୁ ଅଧିକ ଦଫା ଲାଗୁ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଶର୍ମା କହିଛନ୍ତି । ତ୍ରାହି ଅଚ୍ୟୁତ ଆଶ୍ରମ ନାଁରେ ଗୋଟିଏ ଗୋଟିଏ ଅଭିଯୋଗ ଆସିବା ପରେ ସୁରବାବା ଓ ତାଙ୍କୁ ଦୁଇପୁଅଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା । ଘଟଣାର ଗୁରୁତ୍ୱକୁ ଦେଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ତ୍ରାହି ଅଚ୍ୟୁତ ଆଶ୍ରମ ବିବାଦ ମାମଲାରେ ଏସବିଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି କମିଶନରେଟ ପୋଲିସ । ଅଚ୍ୟୁତ ମହାପୁରଷ ଟ୍ରଷ୍ଟ ନାଁରେ ଥିବା ଆକାଉଣ୍ଟ ଫିଜ ପାଇଁ ଏସବିଆଇ କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୋଲିସ ଚିଠି କରିଛନ୍ତି । ଅଚ୍ୟୁତ ନଗର ଏସବିଆଇ ଶାଖାରୁ ୬୬ ଲକ୍ଷ ଟଙ୍କା ଠାବ କରାଯାଇଛି । ଅନ୍ୟ ୧୮ଟି ବ୍ୟାଙ୍କରେ ଥିବା ଆକାଉଣ୍ଟ ଫିଜ ପାଇଁ କମିଶନରେଟ ପୋଲିସ ଏସବିଆଇ କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story