ଜାଣନ୍ତୁ କେଉଁଦିନ କଣ ଖାଇ ବାହାରକୁ ବାହାରିଲେ ଆପଣଙ୍କ ଯାତ୍ରା ଶୁଭ ହେବ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ବିଭିନ୍ନ ବିଷୟରେ ଜ୍ୟୋତିଷମାନଙ୍କ ପରାମର୍ଶ ନେଉ। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ କିଛି ଲୋକ ଅଛନ୍ତି ବାର ଉପରେ ଧ୍ୟାନ ଦିଅନ୍ତି। କେଉଁ ବାରରେ କେଉଁ ଦିଗକୁ ଯାତ୍ରା କରିବା ଉଚିତ। ସେସବୁ ବିଷୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନିଅନ୍ତି। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘରୁ ବାହାରିବା ସମୟରେ କେବଳ ବାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଶୁଭ କାମ ପାଇଁ ଘରୁ ବାହାରିବା ସମୟରେ କିଛି ଖାଇକି ବାହାରନ୍ତୁ। &lt;strong&gt;ରବିବାର-ପାନ&lt;/strong&gt;,&lt;strong&gt;ମଙ୍ଗଳବାର-ମିଠା&lt;/strong&gt;,&lt;strong&gt;ବୁଧବାର-ପାନମଧୂରୀ&lt;/strong&gt;,&lt;strong&gt;ଗୁରୁବାର-ତୁଳସୀପତ୍ର&lt;/strong&gt;,&lt;strong&gt;ଶୁକ୍ରବାର-ଖସା,ଶନିବାର-ଅଦା &lt;/strong&gt;ଏବଂ&lt;strong&gt; ସୋମବାର ଆଇନା&lt;/strong&gt; ଦେଖି ଘରୁ ବାହାରିଲେ ଆପଣଙ୍କ ଯାତ୍ରା ଶୁଭ ହେବ।</p>

Ordigital Desk
  • Published: Wednesday, 29 November 2017
  • Updated: 29 November 2017, 12:52 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ବିଭିନ୍ନ ବିଷୟରେ ଜ୍ୟୋତିଷମାନଙ୍କ ପରାମର୍ଶ ନେଉ। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ କିଛି ଲୋକ ଅଛନ୍ତି ବାର ଉପରେ ଧ୍ୟାନ ଦିଅନ୍ତି। କେଉଁ ବାରରେ କେଉଁ ଦିଗକୁ ଯାତ୍ରା କରିବା ଉଚିତ। ସେସବୁ ବିଷୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନିଅନ୍ତି। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘରୁ ବାହାରିବା ସମୟରେ କେବଳ ବାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଶୁଭ କାମ ପାଇଁ ଘରୁ ବାହାରିବା ସମୟରେ କିଛି ଖାଇକି ବାହାରନ୍ତୁ। &lt;strong&gt;ରବିବାର-ପାନ&lt;/strong&gt;,&lt;strong&gt;ମଙ୍ଗଳବାର-ମିଠା&lt;/strong&gt;,&lt;strong&gt;ବୁଧବାର-ପାନମଧୂରୀ&lt;/strong&gt;,&lt;strong&gt;ଗୁରୁବାର-ତୁଳସୀପତ୍ର&lt;/strong&gt;,&lt;strong&gt;ଶୁକ୍ରବାର-ଖସା,ଶନିବାର-ଅଦା &lt;/strong&gt;ଏବଂ&lt;strong&gt; ସୋମବାର ଆଇନା&lt;/strong&gt; ଦେଖି ଘରୁ ବାହାରିଲେ ଆପଣଙ୍କ ଯାତ୍ରା ଶୁଭ ହେବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos