କ୍ୟାନସରର ବାଟ ଓଗାଳେ ଆପଣଙ୍କ ବାଡିର ଏହି ଫଳ

ପାଟିକୁ ଖଟା ଲାଗୁଥିବା ତେନ୍ତୁଳି ଶରୀର ଲାଗି ବଡ ଉପକାରୀ। ଏଥିରେ ଆଇରନ୍‌, ଫାଇବର୍‌, ମ୍ୟାଗନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ପ୍ରଚୁର ମାତ୍ରାରେ ରହିଛି। ଯାହା ଆମକୁ ସୁସ୍ଥ ରଖିବାରେ ସାହଯ୍ୟ କରେ । ଆସନ୍ତୁ ଜାଣିବା ତେନ୍ତୁଳି ଖାଇବା ଦ୍ୱାର ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ। ଦୁଇ, ତିନି ଖଣ୍ଡ ତେନ୍ତୁଳିକୁ ପାଣିରେ ବତୁରାଇ ଦିଅନ୍ତୁ। ସେଥିରୁ ତେନ୍ତୁଳିକୁ ବାହାର କରି ପାଣି ପିଅନ୍ତୁ । ଏଥିରେ ଥିବା ଆଣ୍ଟି ଅକ୍ସାଇଡ ଟାର୍‌ଟାରିକ୍‌ ଏସିଡ୍‌ […]

tamarind

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 01:15 PM IST

ପାଟିକୁ ଖଟା ଲାଗୁଥିବା ତେନ୍ତୁଳି ଶରୀର ଲାଗି ବଡ ଉପକାରୀ। ଏଥିରେ ଆଇରନ୍‌, ଫାଇବର୍‌, ମ୍ୟାଗନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ପ୍ରଚୁର ମାତ୍ରାରେ ରହିଛି। ଯାହା ଆମକୁ ସୁସ୍ଥ ରଖିବାରେ ସାହଯ୍ୟ କରେ । ଆସନ୍ତୁ ଜାଣିବା ତେନ୍ତୁଳି ଖାଇବା ଦ୍ୱାର ଶରୀରକୁ କ'ଣ ସବୁ ଫାଇଦା ମିଳିଥାଏ।

ଦୁଇ, ତିନି ଖଣ୍ଡ ତେନ୍ତୁଳିକୁ ପାଣିରେ ବତୁରାଇ ଦିଅନ୍ତୁ। ସେଥିରୁ ତେନ୍ତୁଳିକୁ ବାହାର କରି ପାଣି ପିଅନ୍ତୁ । ଏଥିରେ ଥିବା ଆଣ୍ଟି ଅକ୍ସାଇଡ ଟାର୍‌ଟାରିକ୍‌ ଏସିଡ୍‌ ଶରୀର କ୍ୟାନ୍‌ସର କୋଷିକାକୁ ବଢାଇବାରେ ଦେଇ ନଥାଏ ।

ଜ୍ୱର ଆସିବା ସମୟରେ ତେନ୍ତୁଳି ଖାଇବା ବଡ ଉପକାରୀ ସାବସ୍ତ୍ୟ ହୋଇଥାଏ। ଜ୍ୱର ଆସିବା ସମୟରେ ତେନ୍ତୁଳି ରସ ପିଇବା ଦ୍ୱାରା ଜ୍ୱର ଛାଡିଯାଏ। ତେନ୍ତୁଳିରେ ଭିଟାମିନ 'ଇ','ସି','ବି' ରହିଛି, ଯାହା ରୋଗ ପ୍ରତିରୋଧକ କ୍ଷମତା  ବଢାଇଥାଏ।

ତେନ୍ତୁଳି ରସ ଓଜନକୁ ନିୟନ୍ତ୍ରଣ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ନିୟମିତ ତେନ୍ତୁଳି ରସ ଖାଆନ୍ତୁ।

Related story