ଟଙ୍କା ବଣ୍ଟା ଅଭିଯୋଗରେ ଛତିଶଗଡ଼ ବିଜେପି ନେତା ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁରର ଏକ ଗାଁରୁ ଟଙ୍କା ବାଣ୍ଟିବା ଅଭିଯୋଗରେ ଛତିଶଗଡ଼ର ଜଣେ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଛି। ଗିରଫ ନେତା ହେଲେ ଛତିଶଗଡ଼ ବିଜେପି ଏନ୍‌ଜିଓ ସେଲ୍‌ ସମ୍ପାଦକ ଲୋକେଶ କବାଡିଆ। ଲୋକେଶଙ୍କ ସମେତ ଅନ୍ୟ ୯ ଜଣ ମଧ୍ୟ ଗିରଫ ହୋଇଛନ୍ତି। ସେମାନଠାରୁ ୨ ଲକ୍ଷ ୧୧ ହଜାର ଟଙ୍କା ଓ ୪ଟି ଗାଡି ଜବତ କରାଯାଇଛି। ଗତକାଲି ଥୁ. ରାମପୁର ଗାଁରୁ ଲୋକେଶ ଓ ତାଙ୍କ ସହଯୋଗୀଙ୍କୁ ଗିରଫ […]

money

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 01:38 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁରର ଏକ ଗାଁରୁ ଟଙ୍କା ବାଣ୍ଟିବା ଅଭିଯୋଗରେ ଛତିଶଗଡ଼ର ଜଣେ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଛି। ଗିରଫ ନେତା ହେଲେ ଛତିଶଗଡ଼ ବିଜେପି ଏନ୍‌ଜିଓ ସେଲ୍‌ ସମ୍ପାଦକ ଲୋକେଶ କବାଡିଆ। ଲୋକେଶଙ୍କ ସମେତ ଅନ୍ୟ ୯ ଜଣ ମଧ୍ୟ ଗିରଫ ହୋଇଛନ୍ତି। ସେମାନଠାରୁ ୨ ଲକ୍ଷ ୧୧ ହଜାର ଟଙ୍କା ଓ ୪ଟି ଗାଡି ଜବତ କରାଯାଇଛି।

ଗତକାଲି ଥୁ. ରାମପୁର ଗାଁରୁ ଲୋକେଶ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିଲା।

Related story